ବାଘ ନ ଦେଖିଲେ ବିରାଡ଼ି ଦେଖ
ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ……
ନିକଟରେ ଭଉଣୀର ପୁଅର ବାହାଘର। ସୁନା ଦାମ ତ ଅକାଶଛୁଆଁ, ଭାବିଲି ନୂଆ କିଣିବା ଅପେକ୍ଷା ଘରେ ଥିବା ପୁରୁଣା ସୁନା ଅଳଙ୍କାରରୁ ଗୋଟେ ବଦଳେଇ ନୂଆ ଚେନଟିଏ କିଣିଦେଲେ ଭଲ ହେବ। ବାହାଘର ବେଳେ ମା ଦେଇଥିବା ସୀତାହାର ଯାହାକୁ ମୋ ନିଜ ବାହାଘର…