ଏପ୍ରିଲ୍ ୨୭କୁ ଘୁଞ୍ଚିଲା ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନ ଶୁଣାଣି
ଭୁବନେଶ୍ୱର : ସ୍ୱତନ୍ତ୍ର ପ୍ରାଧୀକୃତ ଅଦାଲତ ବୁଧବାର ଦିନ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ଏପ୍ରିଲ୍ ୨୭ ତାରିଖକୁ ଘୁଞ୍ଚାଇଛନ୍ତି ।
ମିଳିଥିବା ସୂଚନାନୁଯାୟୀ କେସ୍ ଡାଏରୀ ଓ ପୋଲିସ ପକ୍ଷରୁ ଇଞ୍ଜୁରୀ ରିପୋର୍ଟ ମିଳିନଥିବାରୁ ଅଦାଲତ ଏହି…