Latest Odisha News

BREAKING NEWS

ପ୍ରିୟଦର୍ଶୀ ମିଶ୍ର ବିଜେଡିର ମୁଖପାତ୍ର ଭାବେ ନିଯୁକ୍ତ

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପାର୍ଟିର ସାଧାରଣ ସମ୍ପାଦକ ପ୍ରିୟଦର୍ଶୀ ମିଶ୍ରଙ୍କୁ ଦଳର ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତି ।

ଶ୍ରୀଯୁକ୍ତ ମିଶ୍ର ଉତ୍ତର-ଭୁବନେଶ୍ୱରର ବିଧାୟକ ଭାବେ ରହିଛନ୍ତି । ଚଳିତ ନିର୍ବାଚନରେ ଉତ୍ତର-ଭୁବନେଶ୍ୱର ଆସନରୁ ଦଳ ତାଙ୍କ ବଦଳରେ ସୁଶାନ୍ତ କୁମାର ରାଉତଙ୍କୁ ଟିକେଟ୍ ପ୍ରଦାନ କରିଛି ।

ବିଜେଡିର ସାଧାରଣ ସମ୍ପାଦକ ଭାବେ ବିଜୟ କୁମାର ନାୟକଙ୍କୁ ଦଳ ଗୁରୁବାର ଦିନ ପକ୍ଷରୁ ନିଯୁକ୍ତି ପ୍ରଦାନ କରିଥିଲା ।

Leave A Reply

Your email address will not be published.