Latest Odisha News
Browsing Tag

Bjp MP

ସଂସଦରେ ଖଡ଼ଗେଙ୍କ ଭାଷଣ ଶୁଣି ହସି ପକାଇଲେ ମୋଦି, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ ସଂସଦରେ ଭାଷଣ ଦେଉଥିବା ବେଳେ କିଛି ଏମିତି କଥା କହିଥିଲେ, ଯାହା ଶୁଣିବା ପରେ ବିଜେପି ନେତାମାନେ ଖୁସି ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ହସିବାକୁ ଲାଗିଥିଲେ। ଯାହାର ଭିଡ଼ିଓ ବିଜେପି ନେତାମାନେ ସେୟାର କରୁଛନ୍ତି ଏବଂ…

ଓଡ଼ିଆଙ୍କ ପାଇଁ ଆୟୁଷ୍ମାନ ଭାରତ ଲାଗୁ କରିବାକୁ ଦାବି କଲେ ବିଜେପି ସାଂସଦ ପ୍ରତିନିଧି ମଣ୍ଡଳୀ

ନୂଆଦିଲ୍ଲୀ/ଭୁବନେଶ୍ୱର:  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ସାଂସଦ ପ୍ରତିନିଧି ମଣ୍ଡଳୀ ଗୁରୁବାର ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟଙ୍କୁ ଭେଟିଛନ୍ତି ।  ଓଡ଼ିଶାରେ…

ବନ୍ଦ ଘରୁ ବିଜେପି ସାଂସଦଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସଂସଦୀୟ ଦଳ ବୈଠକ ସ୍ଥଗିତ

ନୂଆଦିଲ୍ଲୀ: ବିଜେପି ସାଂସଦଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଦ ଘରୁ ସନ୍ଦେହଜନକ ଅବସ୍ଥାରେ ବିଜେପି ସାଂସଦଙ୍କ ମୃତଦେହ ମିଳିଛି । ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା କ୍ଷେତ୍ରରୁ ସାଂସଦ ଥିବା ରାମ ସ୍ୱରୂପ ଶର୍ମାଙ୍କ ଦେହାନ୍ତ ହୋଇଛି ।…

ସାଂସଦ ଅପରାଜିତା ଷଡଙ୍ଗୀ ବାରମ୍ବାର ଲକ୍‌ଡାଉନ ନିୟମ ଉଲ୍ଲଂଘନ କରୁଛନ୍ତି : ବିଜେଡି

ଭୁବନେଶ୍ୱର: ପଳାଶୁଣି ଫ୍ଲାଏଓଭର ଭୂମି ପୂଜନ ବେଳେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ତାଙ୍କ ସମର୍ଥକ ସାମାଜିକ ଦୂରତ୍ୱ ନିୟମକୁ ପୁଣି ଥରେ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି ବିଜେଡି । ସାଂସଦ ବାରମ୍ବାର ଲକ୍‌ଡାଉନ ନିୟମ ଉଲ୍ଲଂଘନ କରି ଖରାପ ଉଦାହରଣ ସୃଷ୍ଟି କରୁଥିବା କହିଛନ୍ତି ବିଜେଡି…

ଓଲଟି ପଡିଲା ଡଙ୍ଗା, ନଦୀରେ ବୁଡୁବୁଡୁ ଅଳ୍ପକେ ବର୍ତ୍ତିଲେ ବିଜେପି ନେତା

ପାଟନା: ବିହାରରେ ଦରଧା ନଦୀପାର ହେଉଥିବା ବେଳେ ପାଟଳିପୁତ୍ର ଲୋକସଭା ଆସନର ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ୍ ଯାଦବଙ୍କ ଡଙ୍ଗା ହଠାତ୍ ଓଲଟି ପଡିବାରୁ ସେ ପାଣିରେ ବୁଡୁବୁଡୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ନଦୀରେ ଡଙ୍ଗାଟି ଅଚାନକ ଓଲଟି ପଡିବାରୁ ସେଠାରେ…