ଡେଙ୍ଗୁରୁ ସୁସ୍ଥ ହେବା ପରେ ବ୍ଲାକ୍ ଫଙ୍ଗସ୍ରେ ଆକ୍ରାନ୍ତ ହେଲେ ବ୍ୟକ୍ତି
ନୂଆଦିଲ୍ଲୀ: ଡେଙ୍ଗୁରୁ ସୁସ୍ଥ ହେବାର ୧୫ ଦିନ ପରେ ଜଣେ ୪୯ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ନୂଆଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।
ଡେଙ୍ଗୁରୁ ସୁସ୍ଥ ହେବାର ୧୫ ଦିନ ପରେ ଗ୍ରେଟର ନୋଏଡାର ବାସିନ୍ଦା ମହମ୍ମଦ ତାଲିବ ତାଙ୍କ ଗୋଟିଏ ଆଖିରୁ…