Latest Odisha News

BREAKING NEWS

Browsing Tag

black fungus

ବ୍ଲାକ୍ ଫଙ୍ଗସ୍ ବଢାଉଛି ଚିନ୍ତା

ଦିଲ୍ଲୀ : କରୋନା ନିଦ ହଜାଇ ଦେଇଥିବା ବେଳେ ବ୍ଲାକ୍ ଫଙ୍ଗସ୍ ଯୋଗୁ ବଢୁଛି ଚିନ୍ତା । ମହାରାଷ୍ଟ୍ରରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏବେ ସୁଦ୍ଧା ୫ହଜାର ୫୦୦ଜଣ ଆକ୍ରାନ୍ତ ରହିଥିବା ଜଣାପଡିଛି । ଏଥିରୁ ୧୨୬ଜଣଙ୍କର ମୃତ୍ୟୁ ହୋଇ ସାରିଛି । ସେହିଭଳି ସେମାନଙ୍କ ମଧ୍ୟର ମହାରାଷ୍ଟ୍ରରେ…

‘ହ୍ୱାଇଟ୍‌ ଫଙ୍ଗସ୍’ କେବଳ ଏକ ସାଧାରଣ ଫଙ୍ଗଲ୍ ସଂକ୍ରମଣ, ବ୍ଲାକ୍‌ ଫଙ୍ଗସ୍ ଅଧିକ ବିପଜ୍ଜନକ; ରିପୋର୍ଟ

ନୂଆଦିଲ୍ଲୀ: ସମ୍ପ୍ରତି ବିଭିନ୍ନ ରାଜ୍ୟମାନଙ୍କରେ ବ୍ଲାକ୍‌ ଫଙ୍ଗସ୍ ରୋଗର ବୃଦ୍ଧି ଘଟୁଥିବା ଦେଖିବାକୁ ମିଳୁଛି। ଏହି ରୋଗ ମୁଖ୍ୟତଃ କରୋନା ରୋଗୀଙ୍କୁ ଅଧିକ ପ୍ରଭାବିତ କରୁଛି। ବ୍ଲାକ୍‌ ଫଙ୍ଗସ ପରେ ପରେ ଏବେ ହ୍ବାଇଟ୍‌ ଫଙ୍ଗସ୍‌ ସଂକ୍ରମଣର ଖବର ସମସ୍ତଙ୍କ ଚିନ୍ତା ବଢାଇଦେଇଛି।…

AIIMS ଡାକ୍ତରଙ୍କ ଦାବି, ବ୍ଲାକ୍ ଫଙ୍ଗସ୍ ପାଇଁ ଦାୟୀ ଇଣ୍ଡଷ୍ଟ୍ରିଆଲ୍ ଅମ୍ଲଜାନ୍

ନୂଆଦିଲ୍ଲୀ: କରୋନା ସଂକଟ ଭିତରେ ଦେଶରେ ଆଉ ଏକ ନୂଆ ବିପଦ ବ୍ଲାକ୍ ଫଙ୍ଗସ ବାଇ ମ୍ୟୁକରମାଇକୋସିସ୍ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । କିଛି ରାଜ୍ୟ ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରିଥିବା ବେଳେ ଆଉ କିଛି ରାଜ୍ୟ ନୋଟିଫାଏଡ୍ ଡିଜିଜି ଅନ୍ତର୍ଭୁକ୍ତ କରିଛନ୍ତି । ତେବେ କାହିଁକି ବ୍ୟାପୁଛି…

ଚିନ୍ତା ବଢାଉଛି ବ୍ଲାକ ଫଙ୍ଗସ୍‌

ଦିଲ୍ଲୀ: ଦିନକୁ ଦିନ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । କରୋନାଠାରୁ ଆହୁରି ଭୟଙ୍କର ହେଉଛି ବ୍ଲାକ ଫଙ୍ଗସ୍ । କରୋନାରୁ ସୁସ୍ଥ ହୋଇଥିବା ଓ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଏହି ସଂକ୍ରମଣ ବେଶୀ ରହିଛି । ଏଥିରେ ୧୨୬ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି । କେବଳ ବ୍ଲାକ ଫଙ୍ଗସ୍ ୯୦ ଜଣଙ୍କ…

ହ୍ବାଇଟ୍ ଫଙ୍ଗସର କେଉଁ ସବୁ ଲକ୍ଷଣ ରହିଛି, ଜାଣନ୍ତୁ…

ନୂଆଦିଲ୍ଲୀ: ଦେଶରେ ବ୍ଲାକ୍ ଫଙ୍ଗସ୍ ରୋଗ ଧିରେଧିରେ ବୃଦ୍ଧି ପାଉଥିବା ବେଳେ ହ୍ବାଇଟ୍ ଫଙ୍ଗସ୍ ଚିନ୍ତା ବଢ଼ାଇଛି। ରିପୋର୍ଟ ମୁତାବକ, ବିହାରରେ ଚାରିଜଣ ରୋଗୀଙ୍କ ମଧ୍ୟରେ କରୋନା ଭଳି ଲକ୍ଷଣ ଦେଖାଯାଇଥିଲା। ହେଲେ ସେମାନଙ୍କ କରୋନା ପରୀକ୍ଷା ନେଗେଟିଭ ବାହାରିଥିଲା। କିନ୍ତୁ ଟେଷ୍ଟ ପରେ…

ବ୍ଲାକ୍ ଫଙ୍ଗସ ପରେ ଆସିଲା ହ୍ବାଇଟ୍ ଫଙ୍ଗସ୍, ଜାଣନ୍ତୁ କେତେ କ୍ଷତିକାରକ

ପାଟନା: କରୋନା ମହାମାରୀ ମଧ୍ୟରେ ଚାରିଆଡେ ଆତଙ୍କ ଖେଳାଇଛି ବ୍ଲାକ୍ ଫଙ୍ଗସ୍। ଖାସକରି ବିହାରରେ ବ୍ଲାକ୍ ଫଙ୍ଗସ୍ ରୋଗ ଧିରେଧିରେ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ପାଟନାରେ ହ୍ବାଇଟ୍ ଫଙ୍ଗସ୍ ମାମଲା ଚିହ୍ନଟ ହେବା ପରେ ସାଧାରଣରେ ଆତଙ୍କ ଖେଳିଯାଇଛି। ପାଟନାରେ ହ୍ବାଇଟ୍ ଫଙ୍ଗସ୍ ର…

ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ରୋଗରେ ଅନ୍ତର୍ଭୁକ୍ତ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ମ୍ୟୁକରମାଇକୋସିସ୍ ବା ବ୍ଲାକ ଫଙ୍ଗସକୁ ରାଜ୍ୟ ସରକାର ମହାମାରୀ ରୋଗ ଅନ୍ତର୍ଭୁ କରିଛନ୍ତି । ୧୮୯୭ ମହାମାରୀ ଅଧିନିୟମ ଅନୁଯାୟୀ ବ୍ଲାକ୍ ଫଙ୍ଗସକୁ ମହାମାରୀ ରୋଗରେ ସାମିଲ୍ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୋଟିଫିକେସନ୍ ଜାରି…

ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ବେଳେ ମ୍ୟୁକରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ନୂଆ ବିପଦ ଭାବେ ଛିଡ଼ା ହୋଇଛି । ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ମହାମାରୀ ରୋଗ ଅଧିନିୟମ-୧୮୯୭ ଅନୁସାରେ ବ୍ଲାକ ଫଙ୍ଗସକୁ ଅନ୍ତର୍ଭୁକ୍ତ…

ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର

ଜୟପୁର: ଗୋଟିଏ ପଟେ କରୋନା କାୟା ମେଲାଇ ଚାଲିଥିବା ବେଳେ ଅନ୍ୟପଟେ ବ୍ଲାକ୍‌ ଫଙ୍ଗସ୍‌ର ତାଉ ବଢିବାରେ ଲାଗିଛି। ଗୋଟିଏ ମହାମାରୀକୁ ମୁକାବିଲା କରିବାକୁ ଦେଶ ଅଣ୍ଟା ଭିଡୁଥିବା ବେଳେ ଆଉ ଏକ ମହାମାରୀର ଆଗମନ ହୋଇସାରିଲାଣି। ମୁଖ୍ୟତଃ କରୋନାରୁ ସୁସ୍ଥ ଥିବା ଲୋକଙ୍କୁ ପ୍ରଭାବିତ କରୁଥିବା…