Latest Odisha News

BREAKING NEWS

Browsing Tag

Black Magic

ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କ ହାତରେ ଗରମ ପାଣି ଢାଳି ବିଷ୍ଠା ଖୁଆଇଲେ

ମାଲକାନଗିରି: ଏକବିଂଶ ଶତାଦ୍ଦୀରେ ବି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ମଣିଷ । ଗୁଣି ଗାରେଡି ସନ୍ଦେହ ମଣିଷ ସମାଜକୁ ଯେମିତି ଜାବୁଡ଼ି ଧରିଛି । କଳାଯାଦୁ ଭୟରେ ଜଣେ ବୃଦ୍ଧାଙ୍କ ଉପରକୁ ଗରମ ପାଣି ମାଡ଼ । ମାଲକାନଗିରିରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ବୃଦ୍ଧାଙ୍କ ଡାହାଣ ହାତରେ ଗରମ…

[ଦେଖନ୍ତୁ ଭିଡିଓ] ଗୁଣି ଗାରେଡ଼ି ସନ୍ଦେହରେ ବାପାକୁ ହତ୍ୟା, ଅଳ୍ପକେ ବର୍ତ୍ତିଲେ ୨ ପୁଅ

ରାୟଗଡ଼ା: ଅନ୍ଧ ବିଶ୍ୱାସ ପାଇଁ ଗଲା ଜୀବନ । ଗୁଣି ଗାରେଡ଼ି କରୁଥିବା ସନ୍ଦେହରେ ମାରିଦେଲେ ଗ୍ରାମବାସୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଦୁଡୁକାବାହାଲ ପଞ୍ଚାୟତ ଟିଟିଗୁଡ଼ା ଗାଁରେ ଗୁଣି ସନ୍ଦେହରେ ଗ୍ରାମବାସୀ ଜଣଙ୍କୁ ହତ୍ୟା କରିଛନ୍ତି । ସୂଚନା ଅନୁସାରେ ଗାଁର ଦଇ ମାଝୀ ନିଜ ପରିବାର…

ମାଟି ତଳୁ ବୃଦ୍ଧଙ୍କ ମୃତଦେହ ଜବତ କଲା ପୋଲିସ; ଗୁଣି ଗାରେଡ଼ି ସନ୍ଦେହ

ବ୍ରହ୍ମପୁର: ଗଞ୍ଜାମ ଜିଲା ଶେରଗଡ଼ ଥାନା ଅନ୍ତର୍ଗତ ବନ୍ଧାଗୁଡ଼ା ଗ୍ରାମର ତ୍ରିନାଥ ପାତ୍ରଙ୍କ ଶବକୁ ମାଟି ତଳୁ ଜବତ କରିଛି ଶେରଗଡ଼ ଥାନା ପୋଲିସ । ତ୍ରିନାଥ ନିଖୋଜ ହୋଇଥିବା ନେଇ ତାଙ୍କ ଭାଇ ଚନ୍ଦ୍ରୁ ପାତ୍ର ଶେରଗଡ଼ ଥାନାରେ ଏତଲା ଦେଇଥିଲେ। ପୋଲିସ ତଦନ୍ତ ବେଳେ ଅନନ୍ତନଗର ତୋଟାରେ…

ଗୁଣିଆ ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

କେନ୍ଦୁଝର: ଅନ୍ଧବିଶ୍ୱାସ ନେଲା ଜୀବନ । ଗୁଣି ଗାରେଡ଼ିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ । ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ସାମନାକୁ ଆସିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା କଙ୍କଡାଯୋଡି ଗାଁରୁ । ମୃତକଙ୍କ  ନାଁ…