Latest Odisha News
Browsing Tag

BMC

ଭୁବନେଶ୍ୱର ରୁଚିକା ମାର୍କେଟରୁ ଗୁଜୁରାଟୀ ଦମ୍ପତ୍ତିଙ୍କୁ ଉଦ୍ଧାର କଲା ବିଏମସି

ଭୁବନେଶ୍ୱର: ଓଡିଶା ବୁଲିବାକୁ ଆସିଥିବା ବେଳେ ଲକ୍ ଡାଉନ ଯୋଗୁଁ ରାଜଧାନୀରେ ଫଶି ରହିଥିବା ଗୁଜୁରାଟୀ ଦମ୍ପତ୍ତି ଙ୍କୁ ଭୁବନେଶ୍ୱରର ରୁଚିକା ମାର୍କେଟରୁ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଉଦ୍ଧାର କରିଛି । ସୁରଟର ଜିତେନ୍ଦ୍ର ବାଲାଜୀ, ତାଙ୍କ ପତ୍ନୀ ରଶ୍ମି ଓ ଝିଅ ନେଇ ଗତ ୧୪…

ଆଜିଠୁ ସିଲ୍ ହେବ ଭୁବନେଶ୍ୱରର ୧୬ଟି କଲ୍ୟାଣ ମଣ୍ଡପ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଏକ ମିଳିତ ସ୍କ୍ୱାଡ ସୋମବାର ଦିନ ଗାଇଡଲାଇନର ଉଲଘଂନ କରିଥିବା ଦର୍ଶାଇ ପ୍ରାୟ ୧୬ଟି କଲ୍ୟାଣ ମଣ୍ଡପକୁ ସିଲ୍ କରିବା ଆରମ୍ଭ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ବିଡିଏର ବରିଷ୍ଠ ଅଧିକାରୀ…

କଂଗ୍ରେସ ନେତା ସୁର ରାଉତରାୟଙ୍କ ଧମକ; ଦାବି ପୂରଣ ନ’ହେଲେ ଆତ୍ମାହୁତି ଦେବି !

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଥିବା ଡମ୍ପିଂୟାର୍ଡକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ଲାଗି କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ସୋମବାର ଦିନ ଦାବି କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ କଂଗ୍ରେସର ଏହି ବରିଷ୍ଠ ନେତା ଜଣକ କହିଛନ୍ତି,…

ଲିଙ୍ଗରାଜ ମନ୍ଦିର ଚାରିପାଖରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଶୁକ୍ରବାର ଦିନ ଓଲ୍ଡ ଟାଉନ୍ ନିକଟସ୍ଥ ଲିଙ୍ଗରାଜ ମନ୍ଦିର ପରିସରରେ ଥିବା ବିଭିନ୍ନ ଅଞ୍ଚଳରେ ଉଚ୍ଛେଦ ପ୍ରକ୍ରିୟା ଜାରି ରଖିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଏହି ସ୍କ୍ୱାଡ୍ ଲିଙ୍ଗରାଜ ମନ୍ଦିରର ଦକ୍ଷିଣ…

ଭୁବନେଶ୍ୱରରୁ ଜବତ ହେଲା ୫୦ ଲକ୍ଷ ଟଙ୍କାର ପ୍ଲାଷ୍ଟିକ୍

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ସହିଦ ନଗର ଅଞ୍ଚଳରୁ ଗୁରୁବାର ଦିନ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ଚଢାଉ କରାଯାଇ ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଜବତ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ସ୍ପେଶାଲ୍ ସ୍କ୍ୱାଡ୍ ଉକ୍ତ ଗୋଦାମ…

ରାଜଧାନୀରେ ଚାଞ୍ଚଲ୍ୟ, ଡଷ୍ଟବିନରୁ ନର କଙ୍କାଳ ଠାବ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ନିକଟ ଏକ ଡଷ୍ଟବିନରୁ ଶୁକ୍ରବାର ଦିନ ଗୋଟିଏ ନର କଙ୍କାଳ ଠାବ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଜଣେ ସଫେଇ କର୍ମଚାରୀ ଆଜି ସକାଳେ ଆଇଆରସି ଭିଲେଜ୍ ନିକଟରେ ଥିବା ଏକ ଡଷ୍ଟବିନକୁ ଅଭିଆ ଆବର୍ଜନା…

ଏବେ ଶୁଳ୍କ ଦେବେ ରାଜଧାନୀର ସିନେମା ହଲ୍ ଓ କେବୁଲ୍ ଅପରେଟର୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସହରର ୯ଟି ସିନେମା ହଲ୍ ଓ ୬ଟି କେବୁଲ୍ ଅପରେଟର୍ ମାନଙ୍କୁ ଶୁଲ୍କ ପଇଠ କରିବାକୁ ନୋଟିସ୍ ଜାରି କରାଯାଇଛି । ଜାରି ନୋଟିସ୍ ଅନୁଯାୟୀ, ବିଏମସିର ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ ସିନେମା ହଲର ମାଲିକମାନେ ବିଭିନ୍ନ…

ଏବେ ରଙ୍ଗବେରଙ୍ଗ ଲତାରେ ସଜେଇ ହେବ ଭୁବନେଶ୍ୱର

ଭୁବନେଶ୍ୱର: ଏବେ ଲତାରେ ସଜେଇହେବ ଭୁବନେଶ୍ୱର । ଖୁବଶୀଘ୍ର ଫ୍ଲାଇ ଓଭର୍ ତଳେ ଶୋଭାପାଇବାକୁ ଯାଉଛି ଫୁଲ ନଥିବା ଗଛ ଏବଂ ଆଳଂକାରିକ ତଥା ଦେଶୀ ଲତା । ସାରା ଭୁବନେଶ୍ୱରର ଭୁଚିତ୍ରକୁ ଏହିପ୍ରକାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା କରିବାର ପ୍ରୟାସ କରୁଛି ଭୁୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ ଏବଂ…