Latest Odisha News

BREAKING NEWS

Browsing Tag

Bollywood Actress

ଜନ୍ମ ଦିନରେ ସୋସିଆଲ ମିଡିଆରେ ପିଲା ବେଳ ଫଟୋ ସେୟାର କଲେ ସାରା ଅଲ୍ଲୀ ଖାନ

ମୁମ୍ବାଇ: ୨୫ ବର୍ଷରେ ପାଦ ଥାପିଛନ୍ତି ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ । ଜନ୍ମଦିନ ସେଲିବ୍ରେଶନର କିଛି ସ୍ପେଶାଲ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ସାରା । କେବଳ ସେତିକି ନୁହେଁ ନିଜ ପିଲା ବେଳର ଫଟୋକୁ ସେୟାର ବି କରିଛନ୍ତି । ଏହି ପିଲା ବେଳର ଫଟୋରେ କେଉଁଠି ରଙ୍ଗ…

ଅଭିନେତ୍ରୀ କଙ୍ଗନାଙ୍କ ଘର ବାହାରେ ଫୁଟିଲା ଗୁଳି

ମନାଲି: ଲକ୍‌ଡାଉନ ଯୋଗୁଁ ଅଭିନେତ୍ରୀ କଙ୍ଗନା ରନାୱତ ଏବେ ନିଜ ଘର ମନାଲିରେ ଥିବା ବେଳେ ଶୁକ୍ରବାର ରାତିରେ ତାଙ୍କ ଘର ବାହାରେ କେହି ଦୁର୍ବୁତ୍ତ ଗୁଳି ଫୁଟାଇଛନ୍ତି । ଏ ନେଇ କଙ୍ଗନା ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୋଲିସ ତାଙ୍କ ଘରେ ପହଞ୍ଚିଥିଲା । ବହୁ ତନାଘନା କରିଥିଲେ ମଧ୍ୟ ଗୁଳି…

ହସକୁରୀ ଆଲବମ୍ ନାୟିକା ଦୀପା ସାହୁଙ୍କ ହସ ଲିଭିଗଲା…

ଭୁବନେଶ୍ୱର: ଦୀପା ସାହୁ । ଏକଦା ଓଡିଆ ଆଲବମ୍ ଜଗତରେ ଆଲବମ୍ କୁଇନ ଭାବେ ବେଶ୍ ରାଜ କରୁଥିଲେ । ତାଙ୍କର ଯେଉଁ ବି ଆଲବମ୍ ରିଲିଜ ହେଉଥିଲା ତାହା ବେଶ୍ ଲୋକପ୍ରିୟ ହେଇଥିଲା । ଆଜିର ଆଗ ଧାଡିର ଅଭିନେତାଙ୍କ ସହ ସେ ବହୁ ଆଲବମରେ ଅଭିନୟ କରିଛନ୍ତି । ଯେତେବେଳେ ଆଲବମ୍‌ର କ୍ରେଜ ଥିଲା…

ହୁମାଙ୍କୁ ଲାଗିଲା ବିଜୁଲି ବିଲ୍‌ର ଝଟ୍‌କା‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହୁମା କୁରେସିଙ୍କୁ ଲାଗିଲା ବିଜୁଳି ବିଲ୍‌ର ଝଟ୍‌କା । ହୁମାଙ୍କ ହୋସ୍ ଉଡାଇଦେଇଛି ବିଦ୍ୟୁତ ବିଲ୍ । ବିଲ୍ ଦେଖି ତାଙ୍କୁ ଲାଗିଛି ତଗଡା ଝଟ୍‌କା । ତାଙ୍କ ଗୋଟିଏ ମାସର ବିଜୁଳି ବିଲ୍ ୫୦ ହଜାର ଟଙ୍କା ଆସିଛି । ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।…

ତାପସୀଙ୍କ ହୋସ୍ ଉଡାଇଲା ବିଜୁଳି ବିଲ୍‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ବିଜୁଳି ବିଲ୍ ଦେଖି ହୋସ୍ ଉଡିଯାଇଛି । ତିନି ମାସର ଲକଡାଉନ୍‌ରେ ଆସିଥିବା ବିଜୁଲି ବିଲ୍‌କୁ ଦେଖି ସେ ନିଜେ ଚକିତ ହୋଇଯାଇଛନ୍ତି । ତାଙ୍କ ଘରର ବିଦ୍ୟୁତ ବିଲ୍ ଏତେ ଅଧିକ ଆସିଛି େ ଯାହା ଜାଣିବା ପରେ ଯେକେହି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଏନେଇ…

୪୬ ବର୍ଷରେ କରିସ୍ମା କାପୁର, ସୋସିଆଲ ମିଡିଆରେ ଫ୍ୟାନ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର: ବଲିଉଡ ଅଭିନେତ୍ରୀ କରିସ୍ମା କାପୁରଙ୍କର ଆଜି ୪୬ତମ ଜନ୍ମଦିନ । ସାରା ଦେଶରେ ଏବେ ଲକ୍ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବାରୁ କରିସ୍ମା ଓରଫ ଲୋଲୋ ଚଳିତବର୍ଷ ଜନ୍ମଦିନ ଘରେ ପାଳନ କରୁଛନ୍ତି । କିନ୍ତୁ ଫ୍ୟାନମାନେ ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି…