ହସ୍ପିଟାଲ୍ରେ ଭର୍ତ୍ତି ହେଲେ ଭେଟେରାନ୍ ଆକ୍ଟର ଦିଲୀପ କୁମାର
ମୁମ୍ବାଇ: ସ୍ବାସ୍ଥ୍ୟରେ ଅବନତି ହେତୁ ବଲିଉଡ୍ର ୯୮ ବର୍ଷୀୟ କିମ୍ବଦନ୍ତୀ ଅଭିନେତା ଦିଲୀପ କୁମାର ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଆଜି ସକାଳେ ହଠାତ୍ ନିଶ୍ବାସ ପ୍ରଶ୍ବାସ ନେବାରେ ଅସହଜ ମନେ କରିବାକୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବରିଷ୍ଠ…