ଜାଣନ୍ତୁ ରିଷି କପୁରଙ୍କ ଫିଲ୍ମ ‘ବବି’ ଏବଂ ପୂର୍ବତନ ପିଏମ୍ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ କଣ ରହିଛି…
ନୂଆଦିଲ୍ଲୀ: ଆଜି ଭେଟେରାନ ଅଭିନେତା ରିଷି କପୁରଙ୍କ ମୃତ୍ୟୁକୁ ଏକ ବର୍ଷ ପୂରିଛି। ପ୍ରାୟ ୨ ବର୍ଷ ଧରି କର୍କଟ ରୋଗ ସହିତ ଲଢେଇ କରିବା ପରେ ୩୦ ଏପ୍ରିଲରେ ମୁମ୍ବାଇର ଏକ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ତେବେ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ତାଙ୍କର ରୋମାଣ୍ଟିକ…