Latest Odisha News

BREAKING NEWS

ମେ ୧୩ରେ ରିଲିଜ କରିବ ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାଧେ’; କାଲି ଟ୍ରେଲର ରିଲିଜ

ମୁମ୍ବାଇ: ଇଦ୍ ରିଲିଜର ପରମ୍ପରାକୁ ବଜାୟ ରଖି ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର -‘ରାଧେ’ ମେ ୧୩, ୨୦୨୧ ରେ ଇଦ୍ ଅବସରରେ ପ୍ରେକ୍ଷାଳୟରେ ଏବଂ ଏକାଧିକ ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। ନିର୍ଦ୍ଦେଶକ ପ୍ରଭାସ ଦେବ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର ଟ୍ରେଲର ଆସନ୍ତାକାଲି ଅର୍ଥାତ୍‌ ଏପ୍ରିଲ୍ ୨୨ରେ ମୁକ୍ତିଲାଭ କରିବ।

BjdElectrycity

ନିର୍ମାତାମାନେ ୪୦ ଟି ଦେଶରେ ଏହି ଫିଲ୍ମ ରିଲିଜ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ସଲମାନ ଖାନ।

Leave A Reply

Your email address will not be published.