ଖୁବ୍ ଶୀଘ୍ର ବଡ଼ ପରଦାକୁ ଫେରିବେ ଅଭିନେତା ଫରଦିନ୍ ଖାନ୍!
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ବଡ଼ ପରଦାକୁ ଫେରି ପାରନ୍ତି ବଲିଉଡ୍ ଅଭିନେତା ଫରଦିନ୍ ଖାନ। ଅନିସ୍ ବାଜ୍ମିଙ୍କ ଫିଲ୍ମ 'ନୋ ଏଣ୍ଟ୍ରି' ସିକ୍ୱେଲ୍ରେ ହାଇପାରେ ଫର୍ଦିନଙ୍କ ପ୍ରତ୍ୟାବର୍ତ୍ତନ।
ସୂଚନା ଅନୁଯାୟୀ ଫିଲ୍ମ 'ନୋ ଏଣ୍ଟ୍ରି'ର ନିର୍ଦ୍ଦେଶକ ଅନିସ୍ ବାଜମି କହିଛନ୍ତି ଯେ ସେ 'ନୋ…