Latest Odisha News
Browsing Tag

Bollywood

ରୁହି’ ଚଳଚ୍ଚିତ୍ରର ‘ Phangat’ ଗୀତର ଟିଜର ରିଲିଜ

ନୂଆଦିଲ୍ଲୀ: 'ରୁହି' ଚଳଚ୍ଚିତ୍ରର ' Phangat' ଗୀତର ଟିଜର ମୁକ୍ତିଲାଭ କରିଛି। ଏଥିରେ ରାଜକୁମାର ରାଓ, ବରୁଣ ଶର୍ମା ଏବଂ ଜାହ୍ନବୀ କପୁର ନୃତ୍ୟ ପରିବେଷଣ ଦେଖିବାକୁ ମିଳିବ। ଏହି ଗୀତ ସୋମବାର ଦିନ ମୁକ୍ତିଲାଭ କରିବାକୁ ଯାଉଛି। ନିକଟରେ ଚଳଚ୍ଚିତ୍ର 'ରୁହି'ର ଟ୍ରେଲର ରିଲିଜ ହୋଇଥିଲା।…

ଚଳଚ୍ଚିତ୍ର ‘ପି.କେ’ ସିକ୍ୱେଲରେ ଅମୀରଙ୍କ ଭୂମିକାରେ ଅଭିନୟ କରିବେ ରଣବୀର

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ଆମୀର ଖାନଙ୍କ ଫିଲ୍ମ 'ପି.କେ'ର ସିକ୍ୱେଲରେ ରଣବୀର କପୁର ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଅଭିନେତା ଆମୀର ଖାନ ଏବଂ ଅନୁଷ୍କା ଶର୍ମାଙ୍କ ଅଭିନୀତ ଫିଲ୍ମ' ପି.କେ 'ଏକ ଲୋକପ୍ରିୟ ଚଳଚ୍ଚିତ୍ର ଥିଲା। ଏହି ଚଳଚ୍ଚିତ୍ରକୁ ନେଇ ବିବାଦ ଦେଖାଗଲା ଯେ ପି.କେ.ରେ ଆମୀର…

ଜୁନ୍‌ରେ ରିଲିଜ କରିବ ବିଗ୍‌ ବିଙ୍କ ଅଭିନୀତ ଚଳଚ୍ଚିତ୍ର ‘ଝୁଣ୍ଡ’

ନୂଆଦିଲ୍ଲୀ: ନାଗରାଜ ମଞ୍ଜୁଲେଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ତଥା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଅଭିନୀତ ଆଗାମୀ କ୍ରୀଡା ଚଳଚ୍ଚିତ୍ର 'ଝୁଣ୍ଡ' ଜୁନ୍ ୧୮ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ୭୮ ବର୍ଷୀୟ ଭେଟେରାନ୍ ତାରକା ଅର୍ଥାତ୍‌ ବିଗ୍‌ ବି ଟ୍ୱିଟରକୁ ଯାଇ ଏହାର ନୂଆ ରିଲିଜ୍ ତାରିଖ…

ଏହି ଦିନ ରିଲିଜ୍‌ କରିବ ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଶେର୍‌ଶାହା’

ନୂଆଦିଲ୍ଲୀ: ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଆଗାମୀ ଚଳଚ୍ଚିତ୍ର 'ଶେର୍‌ଶାହା' ଜୁଲାଇ ୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଟ୍ୱିଟରରେ ପୋଷ୍ଟର ସେୟାର କରି କରଣ ଲେଖିଛନ୍ତି, "କ୍ୟାପଟେନ ବିକ୍ରମ ବାତ୍ରାଙ୍କ ଜୀବନର ଅସଂଖ୍ୟ ସତ୍ୟ କାହାଣୀ ବଡ ପରଦାରେ ଉନ୍ମୋଚିତ ହେବାକୁ…

ଅଗଷ୍ଟରେ ପ୍ରେକ୍ଷାଳୟକୁ ଆସିବ ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଅତ୍‌ରଙ୍ଗୀ ରେ’

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ଅନ୍ନନ୍ଦ ଏଲ୍ ରାୟ ଆସନ୍ତା ଅଗଷ୍ଟ ୬ ରେ ଅକ୍ଷୟ କୁମାର, ସାରା ଅଲି ଖାନ ଏବଂ ସାଉଥ୍‌ ହିରୋ ଧନୁଷଙ୍କ ଅଭିନୀତ ତାଙ୍କର ଆଗାମୀ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଅତ୍‌ରଙ୍ଗୀ ରେ' ମୁକ୍ତିଲାଭ କରିବ। ଅଗଷ୍ଟ ୬, ୨୦୨୧ ରେ ଆର୍ ରହମାନ ମ୍ୟୁଜିକାଲ୍ ପରଦାରେ ଆସିବ…

ଏହି ଦିନ ରିଲିଜ କରିବ ଅକ୍ଷୟ କୁମାରଙ୍କ ଥ୍ରୀଲର୍‌ ମୁଭି ‘ବେଲବଟମ୍’

ନୂଆଦିଲ୍ଳୀ: ଅକ୍ଷୟ କୁମାରଙ୍କ ଆଗାମୀ ଥ୍ରୀଲର ମୁଭି 'ବେଲବଟମ୍' ର ରିଲିଜ୍ ତାରିଖ ଘୋଷଣା ହୋଇଛି। ଏଥିରେ ଅକ୍ଷୟଙ୍କୁ ଏକ ଏଜେଣ୍ଟ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମ ମେ ୨୮ ରେ ରିଲିଜ କରିବ। ୧୯୮୦ ଦଶକରେ ବିମାନ ଅପହରଣର କାହାଣୀ ଉପରେ ଫିଲ୍ମ ବେଲବଟମ୍ ଆଧାରିତ।…

ଶାଶୁଙ୍କ ଜନ୍ମଦିନରେ ଭାବପ୍ରବଣ ହୋଇପଡ଼ିଲେ କାଜୋଲ୍‌; କହିଲେ ଏମିତି କଥା

ନୂଆଦିଲ୍ଲୀ: କାଜୋଲ ଏବଂ ଅଜୟ ଦେବଗନ ହେଉଛନ୍ତି ବଲିଉଡର ଆଇଡଲ ସେଲିବ୍ରିଟି ଦମ୍ପତି। ଉଭୟଙ୍କ ଯୋଡି ବଲିଉଡ୍‌ର ଏକ ହିଟ୍‌ ଯୋଡ଼ି। ତେବେ କାଜୋଲ ତାଙ୍କ ଶାଶୁ ଏବଂ ଅଜୟ ଦେବଗାନଙ୍କ ମା ବୀଣା ଦେବଗନଙ୍କ ଅତି ନିକଟତର। ଫେବୃଆରୀ ୧୯ରେ, ବୀଣା ଦେବଗନଙ୍କ ଜନ୍ମଦିନରେ, କାଜୋଲ ତାଙ୍କର ଏକ ଫଟୋ…

ସୁସ୍ଥ ହେବା ପାଇଁ ମ୍ୟୁଜିକ୍‌ ଥେରାପି ନେଉଛନ୍ତି ଅଭିନେତା ରାହୁଲ ରୟ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରାହୁଲ ରୟ ଅତୀତରେ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଥିଲେ। ଏବେ ସେ ସେଥିରୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ମସ୍ତିଷ୍କ ଆଘାତ ଲାଗିଥିବା ସମୟରେ ରାହୁଲ କାର୍ଗିଲରେ 'LAC-Live the Battle' ଚଳଚ୍ଚିତ୍ରର ସୁଟିଂ କରୁଥିଲେ। ମସ୍ତିଷ୍କ ଆଘାତ ପାଇବା ମାତ୍ରେ…

ବିବାହ ପରେ ପ୍ରଥମ ଥର ପାଇଁ ସୁଟିଂକୁ ଫେରିଲେ ବରୁଣ

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରାରମ୍ଭରେ ନତାଶା ଦଲାଲ୍‌ଙ୍କ ସହ ବିବାହ ପରେ ବରୁଣ ଧାୱନ ଏବେ କାମକୁ ଫେରି ଆସିଛନ୍ତି। ବରୁଣ ଅରୁଣାଚଳ ପ୍ରଦେଶକୁ ଯାଇଛନ୍ତି ଯେଉଁଠାରେ ସେ ଅମର କୌଶିକଙ୍କ 'ଭେଡିଆ' ପାଇଁ ସୁଟିଂ ଆରମ୍ଭ କରିଛନ୍ତି। ୨୦୧୫ ରେ ରୋହିତ ଶେଟ୍ଟୀଙ୍କ 'ଦିଲୱାଲେ'ରେ ଦୁହେଁ ଏକାଠି…

କଳା କ୍ଷେତ୍ରରେ ଅବଦାନ ପାଇଁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ଲାଭ କଲେ ଅଭିନେତା ଆର୍‌ ମାଧବନ୍‌

ନୂଆଦିଲ୍ଲୀ: ଅଭିନେତା ଆର ମାଧବନ୍ ଇନଷ୍ଟାଗ୍ରାମରେ ଏକ ସମାରୋହର ଫଟୋ ସେୟାର୍‌ କରିଛନ୍ତି। ଯେଉଁଠାରେ ତାଙ୍କୁ କଳା ଏବଂ ସିନେମା କ୍ଷେତ୍ରରେ ଅବଦାନ ପାଇଁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା। ଫଟୋ ସେୟାର କରି ମାଧବନ୍ ଲେଖିଛନ୍ତି: "କୋଲହାପୁରର ଡିଏ ପାଟିଲ୍ ଏଜୁକେସନ୍…