ମୃତ୍ୟୁର ୮ ମାସ ପରେ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମିଳିଲା ଏହି ବିଶେଷ ସମ୍ମାନ
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ଏହି ଦୁନିଆରେ ନାହାଁନ୍ତି ସତ ହେଲେ ତାଙ୍କ ଅଭିନୟ ଏବେ ବି ଦର୍ଶକଙ୍କ ହୃଦୟରେ ତାଜା ହୋଇ ରହିଛି। ତାଙ୍କ ମୃତଦେହ ଗତ ବର୍ଷ ୧୪ ଜୁନ୍ରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ଘରେ ମିଳିଥିଲା। ତାଙ୍କର ଆକସ୍ମିକ ମୃତ୍ୟୁ ସମଗ୍ର ଦେଶକୁ…