Latest Odisha News

BREAKING NEWS

Browsing Tag

Bollywood

ବିବାହ ପରେ ପ୍ରଥମ ଥର ପାଇଁ ସୁଟିଂକୁ ଫେରିଲେ ବରୁଣ

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରାରମ୍ଭରେ ନତାଶା ଦଲାଲ୍‌ଙ୍କ ସହ ବିବାହ ପରେ ବରୁଣ ଧାୱନ ଏବେ କାମକୁ ଫେରି ଆସିଛନ୍ତି। ବରୁଣ ଅରୁଣାଚଳ ପ୍ରଦେଶକୁ ଯାଇଛନ୍ତି ଯେଉଁଠାରେ ସେ ଅମର କୌଶିକଙ୍କ 'ଭେଡିଆ' ପାଇଁ ସୁଟିଂ ଆରମ୍ଭ କରିଛନ୍ତି। ୨୦୧୫ ରେ ରୋହିତ ଶେଟ୍ଟୀଙ୍କ 'ଦିଲୱାଲେ'ରେ ଦୁହେଁ ଏକାଠି…

କଳା କ୍ଷେତ୍ରରେ ଅବଦାନ ପାଇଁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ଲାଭ କଲେ ଅଭିନେତା ଆର୍‌ ମାଧବନ୍‌

ନୂଆଦିଲ୍ଲୀ: ଅଭିନେତା ଆର ମାଧବନ୍ ଇନଷ୍ଟାଗ୍ରାମରେ ଏକ ସମାରୋହର ଫଟୋ ସେୟାର୍‌ କରିଛନ୍ତି। ଯେଉଁଠାରେ ତାଙ୍କୁ କଳା ଏବଂ ସିନେମା କ୍ଷେତ୍ରରେ ଅବଦାନ ପାଇଁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା। ଫଟୋ ସେୟାର କରି ମାଧବନ୍ ଲେଖିଛନ୍ତି: "କୋଲହାପୁରର ଡିଏ ପାଟିଲ୍ ଏଜୁକେସନ୍…

ଏହି ଦିନ ରିଲିଜ କରିବ ଦିଲଜିତଙ୍କ ଆଗାମୀ ଚଳଚ୍ଚିତ୍ର ‘ହୋସ୍‌ଲା ରଖ୍‌’

ନୂଆଦିଲ୍ଲୀ: ଦିଲଜିତ ଦୋସାଞ୍ଜ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ହୋସ୍‌ଲା ରଖ୍‌'ର ପ୍ରଥମ ପୋଷ୍ଟରକୁ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ଏବଂ ପୋଷ୍ଟରରୁ ଏହି କାହାଣୀ ଦିଲଜିତଙ୍କ ଚରିତ୍ର ସହିତ ଏକ ଛୋଟ ପିଲାର ଚରିତ୍ର ଦେଖିବାକୁ ମିଳିଛି। 'ହୋସ୍‌ଲା ରଖ୍‌'ରେ ସୋନମ ବାଜୱା,…

କ୍ରିତିଙ୍କ ପାଇଁ ଫଟୋଗ୍ରାଫର୍‌ ସାଜିଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କ୍ରିତି ସାନନ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବଚ୍ଚନ ପାଣ୍ଡେ'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ବର୍ତ୍ତମାନ ଜୈସଲମେରରେ ସୁଟିଂ ଚାଲିଛି। ଏହି ସମୟରେ ଅଭିନେତ୍ରୀ ସୁଟିଂ ସମୟରେ ଇନଷ୍ଟାଗ୍ରାମରେ ତାଙ୍କର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି।…

କାଶ୍ମୀର ଫେରିବାକୁ ସଜବାଜ ହେଲାଣି ବଲିଉଡ୍‌

ନୂଆଦିଲ୍ଲୀ: ପୁଣି ଭାରତୀୟ ଚଳଚ୍ଚିତ୍ର ଜଗତରେ ଦିଶିବ କାଶ୍ମୀରର ସୌନ୍ଦର୍ଯ୍ୟ। ଏହା ଚଳଚ୍ଚିତ୍ର ନିର୍ମାତା ଏବଂ ଦର୍ଶକଙ୍କ ପସନ୍ଦଯୋଗ୍ୟ ଏକ ଗନ୍ତବ୍ୟସ୍ଥଳ। ଖୁବ୍ ଶୀଘ୍ର କଶ୍ମୀର ଭ୍ୟାଲିରେ ବଲିଉଡ୍‌ ପରଦାରେ କାଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦର୍ଶକ ଦେଖିପାରିବେ। ରବିବାର ଦିନ…

ସାମ୍‌ନାକୁ ଆସିଲା ଫିଲ୍ମ ‘ରୁହି’ର ପ୍ରଥମ ଝଲକ

ନୂଆଦିଲ୍ଲୀ: ଜାହ୍ନବୀ କପୁର ଏବଂ ରାଜକୁମାର ରାଓଙ୍କ ଫିଲ୍ମ 'ରୁହି' ମାର୍ଚ୍ଚ ୧୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହା ଜାହ୍ନବୀଙ୍କର ଦ୍ୱିତୀୟ ଚଳଚ୍ଚିତ୍ର। ଜାହ୍ନବୀ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଧଡକ ମାଧ୍ୟମରେ ପ୍ରେକ୍ଷାଳୟରେ ଡେବ୍ୟୁ କରିଥିଲେ। ମଙ୍ଗଳବାର ଫିଲ୍ମର ପ୍ରଥମ ଲୁକ୍…

ଆର୍ମସ୍‌ ଲାଇସେନ୍ସ ମାମଲାରେ ଆଶ୍ୱସ୍ତି ପରେ ପ୍ରଶଂସକଙ୍କୁ ଧନ୍ୟବାଦ ଦେଲେ ସଲ୍‌ମାନ

ନୂଆଦିଲ୍ଲୀ: କଳା ହରିଣ ଶିକାର ମାମଲା ସହ ଜଡିତ ଆର୍ମସ୍‌ ଲାଇସେନ୍ସ ମାମଲାରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଏକ ବଡ଼ ଆଶ୍ବସ୍ତି ମିଳିଛି। ଯୋଧପୁରର ଜିଲ୍ଲା ଓ ଅଧିବେଶନ କୋର୍ଟ ଗୁରୁବାର ସଲମାନଙ୍କ ବିରୋଧରେ ରାଜସ୍ଥାନ ସରକାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଯେଉଁଥିରେ ଅଭିଯୋଗ…

ନିକ୍‌ ଜୋନାସ୍‌ଙ୍କୁ ଏହି ସ୍ୱତନ୍ତ୍ର ଉପହାର ଦେଲେ ରଣବୀର

ନୂଆଦିଲ୍ଲୀ: ରଣବୀର ସିଂ ତାଙ୍କ ସହ-ତାରକା ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ 'ଜିଜୁ' ନିକ ଜୋନାସଙ୍କୁ ଏକ ଖାସ୍‌ ଉପହାର ଦେଇଛନ୍ତି। ସେ ଏକ ବିଶେଷ ନ୍ୟୁଟେଲା ଜାର୍‌ର ଚିତ୍ର ସେୟାର୍‌ କରିଛନ୍ତି। ସେହି ଜାର୍‌ରେ ନିକ୍‌ଙ୍କ ଫଟୋ ମଧ୍ୟ ଚିତ୍ରିତ ହୋଇଥିବା ଦେଖିବାକୁ ମିଳିଛି। ନ୍ୟୁଟେଲା…

ପରମ୍ପରାକୁ ସମ୍ମାନ ଦେବାକୁ ଯାଇ ନାମ ବଦଳାଇଥିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରା ଜୋନାସ ସଂଗୀତଜ୍ଞ ନିକ ଜୋନାସଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ପ୍ରିୟଙ୍କା ଚୋପ୍ରାଙ୍କରୁ ପ୍ରିୟଙ୍କା ଚୋପ୍ରା ଜୋନାସ ନାମ କାହିଁକି ବଦଳାଇଲେ ତାହା ପ୍ରକାଶ କରିଛନ୍ତି। ସେ ଏହି କାର୍ଯ୍ୟକୁ ତାଙ୍କ ପିତାମାତାଙ୍କ ପରମ୍ପରାକୁ ସମ୍ମାନ ଦେବାପାଇଁ…

ଚଳିତ ବର୍ଷ ଇଦ୍‌ରେ ରିଲିିଜ କରିବ ଆଲିଆଙ୍କ ଅଭିନୀତ ଚଳଚ୍ଚିତ୍ର ‘Gangubai Kathiawadi’!

ନୂଆଦିଲ୍ଲୀ: ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ଗଙ୍ଗୁବାଇ କାଥିଆୱାଡି ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସୁଛି। ଏବେ ଫିଲ୍ମ ବିଷୟରେ ଏକ ଭଲ ଖବର ଶୁଣିବାକୁ ମିଳିଛି। ସଦ୍ୟତମ ଖବର ଅନୁଯାୟୀ, 'ଗଙ୍ଗୁବାଇ କାଠିଆୱାଡି'ର ସୁଟିଂ ଶେଷ ହେବାକୁ ଯାଉଛି।…