ସାମ୍ନାକୁ ଆସିଲା ଫିଲ୍ମ ‘ଲୁପ୍ ଲପେଟା’ରେ ତାହିର୍ଙ୍କ ପ୍ରଥମ ଝଲକ
ନୂଆଦିଲ୍ଲୀ: ବଲିଉଡ ଫିଲ୍ମ 'ଲୁପ୍ ଲପେଟା'ର ନିର୍ମାତା ମଙ୍ଗଳବାର ତାହିର ରାଜ ଭାସିନଙ୍କ ପ୍ରଥମ ଝଲକୁ ଆଣିଛନ୍ତି। ତାହିର ଏଥିରେ ସତ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଯେଉଁଥିରେ ମୁଖ୍ୟ ଭୂମିକାରେ ତାପସୀ ପନ୍ନୁ ଅବତୀର୍ଣ୍ଣ ହୋଇଛନ୍ତି।
ତାପସୀ ପନ୍ନୁ ଏବଂ ତାହିର ରାଜ ଭାସିନଙ୍କ ଅଭିନୀତ…