ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବେ କଙ୍ଗନା
ନୂଆଦିଲ୍ଲୀ: ବହୁତ କମ୍ ରାଜନେତା ଅଛନ୍ତି ଯେଉଁମାନେ ଇନ୍ଦିରାଙ୍କ ପରି ରାତିକନୈତିକ ଇଚ୍ଛାଶକ୍ତି ଏବଂ ଲୋକପ୍ରିୟତା ହାସଲ କରିଛନ୍ତି। ଏବେ ରାଜନୀତିର ଏହି ଶକ୍ତିଶାଳୀ ଚରିତ୍ରକୁ ବଡ଼ ପରଦାରେ ଦେଖିବାକୁ ମିଳିବ, ଯାହାକୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଅଭିନୟ କରିବେ। ଶୁକ୍ରବାର ଦିନ…