ଭାରତ ବନ୍ଦକୁ ନେଇ କଙ୍ଗନାଙ୍କ ବିଭ୍ରାନ୍ତିକର ବୟାନବାଜି
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଆରମ୍ଭରୁ କୃଷକ ଆନ୍ଦୋଳନକୁ ବିରୋଧ କରିଆସୁଛନ୍ତି। ସେ ଏହା ବିଷୟରେ ଅନେକ ଟ୍ୱିଟ୍ ମଧ୍ୟ କରିଥିଲେ, ଯେଉଁଥିପାଇଁ ତାଙ୍କର ଅନେକ ସେଲିବ୍ରେଟିଙ୍କ ସହ ଝଗଡା ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ କୃଷକ ଆନ୍ଦୋଳନ ଏହାର ସ୍ରୋତରେ ଆଗକୁ…