Latest Odisha News

BREAKING NEWS

Browsing Tag

Bollywood

ମୁଁ ଦେଇଛି ବଲିଉଡ୍‌କୁ ପ୍ରଥମ ଆକ୍ସନ ହିରୋଇନ୍; କଙ୍ଗନା

ମୁମ୍ବାଇ: ପୁଣି ଥରେ କଙ୍ଗନା ଟୁଇଟର୍‌ରେ ଏକ ନୂଆ ଭିଡିଓ ପୋଷ୍ଟ କରି ଜୟା ବଚ୍ଚନଙ୍କ ‘ବଲିଉଡ୍‌ ଥାଳି’ ମନ୍ତବ୍ୟକୁ କଟାକ୍ଷ କରି କଡ଼ା ଜବାବ ଦେଇଛନ୍ତି। ସେହି ଭିଡିଓରେ ସେ ନିଜ ଟ୍ରେନର୍‌ଙ୍କ ସହିତ ସମରାଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଏହାକୁ ପୋଷ୍ଟ କରି କଙ୍ଗନା ଲେଖିଛନ୍ତି ଯଦି…

ପୋଷ୍ୟ ନାଁ ଗ୍ରହଣ କରିଥିବା ବଲିଉଡ୍ ଅଭିନେତ୍ରୀ…

ମୁମ୍ବାଇ: ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଚଳଚ୍ଚିତ୍ରରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ନାମ ପରିବର୍ତ୍ତନ କରିଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ସମ୍ପର୍କରେ କିଆରା ଆଡଭାନୀ ଅଳ୍ପ ସମୟ ମଧ୍ୟରେ ବଲିଉଡ୍‌ରେ ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି…

ଏଭର୍‌ଗ୍ରୀନ୍‌ ଚଳଚ୍ଚିତ୍ର ‘କୁଛ୍‌‌ କୁଛ୍‌ ହୋତା ହୈ’ କୁ ପୂରିଲା ୨୨ ବର୍ଷ; ଫିଲ୍ମକୁ ନିଆରା ଢଙ୍ଗରେ…

ମୁମ୍ବାଇ: ଆଜି 'କୁଛ୍‌ କୁଛ୍‌ ହୋତା ହୈ' ଚଳଚ୍ଚିତ୍ରକୁ ପୁରିଛି ୨୨ ବର୍ଷ। ଫିଲ୍ମ ରିଲିଜ ହେବାର ୨୨ ବର୍ଷ ବିତିଗଲାଣି  ହେଲେ ଫିଲ୍ମର କ୍ରେଜ୍‌ ଏବେ ବି ଜାରି ରହିଛି। ଏହି ଚଳଚ୍ଚିତ୍ରଟି ୧୬ ଅକ୍ଟୋବର ୧୯୯୮ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି କରଣ ଜୋହର।…

ବିବାହ ପୁର୍ବରୁ ସୈଫ୍‌ଙ୍କ ଆଗରେ କଣ ସର୍ତ୍ତ ରଖିଥିଲେ କରୀନା?

ମୁମ୍ବାଇ: ସୈଫ୍ ଅଲ୍ଲୀ ଖାନ୍‌ ଏବଂ କରୀନା କପୁର ବଲିଉଡ୍‌ର ଲୋକପ୍ରିୟ ଦମ୍ପତି ଭାବରେ ମଧ୍ୟ ଜଣାଶୁଣା। ସେମାନଙ୍କର ବିବାହକୁ ଏହା ଭିତରେ ଆଠ ବର୍ଷ ବିତିଗଲାଣି। ସୈଫ୍‌ ଅଲ୍ଲୀ ଖାନ ଏବଂ କରୀନା କପୁର ୧୬ ଅକ୍ଟୋବର ୨୦୧୨ ରେ ବିବାହ କରି କରିଥିଲେ। ଦୀର୍ଘ ଦିନ ଧରି ଡେଟ୍‌ କରିବା ପରେ ଏହି…

କେବେ ବାହା ହେବେ ସୁସ୍ମିତା?

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍ ଚଳଚ୍ଚିତ୍ର ଜଗତରୁ ବହୁ ବର୍ଷ ହେବ ଦୂରେଇ ଗଲେଣି। ଏହା ଭିତରେ ତାଙ୍କ ପ୍ରଶଂସକ ସଂଖ୍ୟା କିନ୍ତୁ କମିନାହିଁ। ଫିଲ୍ମ ବ୍ୟତୀତ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ସୁସ୍ମିତା ସେନ୍‌ଙ୍କୁ ଅଧିକାଂଶ…

କାହିଁକି ହେମା ମାଳିନିଙ୍କୁ ‘ଡ୍ରିମ୍ ଗାର୍ଲ’ର ଟ୍ୟାଗ୍ ମିଳିଥିଲା?

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ହେମା ମାଳିନି ଶୁକ୍ରବାର ତାଙ୍କର ୭୨ତମ ଜନ୍ମଦିନ ପାଳନ କରୁଛନ୍ତି। ଚଳଚ୍ଚିତ୍ର ଏବଂ ରାଜନୈତିକ ଜୀବନରେ ସଫଳ ଭୂମିକା ଗ୍ରହଣ କରିଥିବା ହେମା ମାଳିନି କେବେ ବି ଫିଲ୍ମକୁ ଆସିବାକୁ ଚାହୁଁନଥିଲେ। ସେ ନୃତ୍ୟକୁ ଭଲ ପାଉଥିଲେ ଏବଂ ସେ ଜଣେ ପେସାଦାର ନୃତ୍ୟଶିଳ୍ପୀ…

ଅଭିନେତା ବିବେକ ଓବେରୟଙ୍କ ଘରେ ପୋଲିସ !

ମୁମ୍ବାଇ: ବଲିଉଡ ଅଭିନେତା ବିବେକ ଓବେରୟଙ୍କ ଘରେ ପୋଲିସ । ବିବେକଙ୍କ ଭିଣୋଇ ଆଦିତ୍ୟ ଆଲଭାଙ୍କ ଡ୍ରଗ୍ସ ଲିଙ୍କ ଦର୍ଶାଇ ଅଭିନେତା ବିବେକ ଓବେରୟଙ୍କ ଘରେ ପୋଲିସ ଯାଞ୍ଚ କରିଥିବା ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ (ଟିଏନଏ)ରେ ରିପୋର୍ଟ ପ୍ରକାଶ। କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ୍…

ଆଇଏଏସ୍‌ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଛାତ୍ରବୃତ୍ତି ‌ଯୋଜନା ଆରମ୍ଭ କଲେ ସୋନୁ

ମୁମ୍ବାଇ: ବାସ୍ତବ ଜୀବନର ନାୟକ ସୋନୁ ସୁଦ ମହାମାରୀ ସମୟରେ ଯେଉଁଭଳି ଭାବରେ ଗରିବ ଅସହାୟଙ୍କୁ ସହାୟତାର ହାତ ବଢାଇଥିଲେ ତାହା ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ। ‌ଏବେ ବି ସେ ଲୋକଙ୍କୁ ସାହାଯ୍ୟ କରିବା ବନ୍ଦ କରିନାହାନ୍ତି। ତେବେ ଏହା ମଧ୍ୟରେ ସୋନୁ ଆଇଏଏସ୍‌ ପ୍ରସ୍ତୁତି କରୁଥିବା…

କାହିଁକି ରିଚାଙ୍କୁ କ୍ଷମା ମାଗିଲେ ପାୟଲ

ମୁମ୍ବାଇ: ରିଚା ଚଢା ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରେ ଅଶ୍ଳୀଳ, ମିଥ୍ୟା, ଭିତ୍ତିହୀନ ଏବଂ ଅପମାନଜନକ ବୟାନ ବିରୋଧରେ ବମ୍ବେ ହାଇକୋର୍ଟରେ ମାନହାନି  ମକଦ୍ଦମା  ଦାୟର୍‌ କରିଥିଲେ। ତେବେ ବୁଧବାର ଦୁଇ ଜଣଙ୍କ ମଧ୍ୟରେ ଆପୋସ ବୁଝାମଣା ଭିତରେ କେସ୍‌ର ସମାଧାନ ହୋଇଛି। ରିଚା ପାୟଲ୍‌ଙ୍କ…

ଆଇପିଏଲ୍ ଖେଳିବେ କି ଛୋଟେ ନବାବ୍ ତୈମୁର୍?

ନୂଆଦିଲ୍ଲୀ: କରୀନା କପୁର ଖାନ୍‌ ତୈମୁରଙ୍କ ଏକ ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ଛୋଟେ ନବାବ୍‌ ତୈମୁର୍‌ କ୍ରିକେଟ୍ ଖେଳିବାରେ ବ୍ୟସ୍ତ ଅଛନ୍ତି। ତୈମୁର୍‌ ହାତରେ ନିଜ ଆକାରଠୁ ବଡ଼ ଆକାରର ବ୍ୟାଟ୍ ଧରି ପିଚ୍‌ରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି। ତାଙ୍କ…