ମୁକ୍ତିଲାଭ ଅପେକ୍ଷାରେ ଫିଲ୍ମ ‘ବଣ୍ଟି ଔର୍ ବବ୍ଲି ୨’
ମୁମ୍ବାଇ: ‘ବଣ୍ଟି ଔର୍ ବବ୍ଲି ୨’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ବରୁଣ ଶର୍ମା କହିଛନ୍ତି, ‘ବଣ୍ଟି ଔର୍ ବବ୍ଲି ୨’ ବଡ଼ ପରଦାରେ ଆସିବାକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଲାଣି।
'ବଣ୍ଟି ଔର୍ ବବ୍ଲି ୨'ରେ ସୈଫ୍ ଅଲ୍ଲୀ ଖାନ୍ ଏବଂ ରାନୀ ମୁଖାର୍ଜୀ ତୃତୀୟ ଥର ପାଇଁ ଏକାଠି କାମ…