Latest Odisha News

BREAKING NEWS

Browsing Tag

Bonai

ବଣାଇରୁ ଅପହୃତ ବ୍ଲକ ଉପାଧ୍ୟକ୍ଷ କନ୍ଧମାଳରୁ ଉଦ୍ଧାର, ଠିକାଦାର ଗିରଫ

ଫୁଲବାଣୀ: ବଣାଇ ବ୍ଲକ ଉପାଧ୍ୟକ୍ଷ ବିନତି ବେହେରା ଉଦ୍ଧାର ହୋଇଛନ୍ତି । ଅପହରଣର ପ୍ରାୟ ୨୫ ଦିନ ପରେ ପୋଲିସ ବିନତି ବେହେରାଙ୍କୁ କନ୍ଧମାଳ ଜିଲ୍ଲାରୁ ଉଦ୍ଧାର କରିଥିବା ବେଳେ ମାମଲାରେ ଜଣେ ଠିକାଦାରଙ୍କୁ ଗିରଫ କରିଛି । ଜାନୁଆରୀ ୪ ତାରିଖରୁ ବଣାଇ ବ୍ଲକ ଉପାଧ୍ୟକ୍ଷ ବିନତି ବେହେରା ନିଖୋଜ…

କୁଆଡ଼େ ଗଲେ ବଣେଇ ବ୍ଲକ ଉପାଧ୍ୟକ୍ଷ ? ୭ ଦିନ ହେଲା ମିଳୁନି ପତ୍ତା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଉପାଧ୍ୟକ୍ଷ ବିନତି ବେହେରାଙ୍କ ନିଖୋଜକୁ ୭ ଦିନ ବିତିଲାଣି । ସପ୍ତାହକ ପରେ ବି ବିନତିଙ୍କ କୌଣସି ଖୋଜ ଖବର ନାହିଁ । ବିନତିଙ୍କୁ ଅପହରଣ କରାଯାଇ ଥିବା ନେଇ ସ୍ୱାମୀ ପ୍ରସନ୍ନ ବେହେରା ଟିକାୟତପଲୀ ଥାନାରେ ଏତଲା ଦେଇଛନ୍ତି । ସୂଚନା ଅନୁସାରେ,…

ବଣାଇ ଅଞ୍ଚଳରେ ହାତୀ ପଲଙ୍କ ଉତ୍ପାତ

ସୁନ୍ଦରଗଡ଼: ବଣାଇ ଅଞ୍ଚଳରେ ହାତୀ ପଲଙ୍କ ଉପଦ୍ରବ । ୨୦ରୁ ଅଧିକ ହାତୀ କୋଇଡ଼ା ରେଞ୍ଜ ଅନ୍ତର୍ଗତ କାଦଡିହ ଅଞ୍ଚଳରେ ଉତ୍ପାତ ଚଳାଇଛନ୍ତି । ଆଖାପାଖ ଗାଁରେ ତିନି ଦିନ ହେବ ଉପଦ୍ରବ ଚଳାଇଛନ୍ତି । ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ହାତୀ । ପାଚିଲା ଧାନ କ୍ଷେତକୁ ନଷ୍ଟ କରି ଦେଉଥିବା ଅଭିଯୋଗ ହୋଇଛି…

ନୃଶଂସ ବାପା, ନିଜ ଚାରି ବର୍ଷର ଝିଅକୁ ଠେଙ୍ଗାରେ ପିଟି ମାରି ଦେଲା

ବଣେଇ: ଜନ୍ମଦାତା ସାଜିଲେ ହତ୍ୟାକାରୀ । ଚାରି ବର୍ଷର ନିଷ୍ପାପ ଶିଶୁକୁ ହତ୍ୟା କରିଛି ବାପା । ଠେଙ୍ଗାରେ ଜୋରରେ ପିଟି ଦେବାରୁ ଝିଅର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଲାଲ ହାଟିଙ୍ଗରେ । ଅଭିଯୋଗ ଅନୁସାରେ, ଲାଲହାଟିଙ୍ଗରେ ଦୁଇ…