Latest Odisha News

BREAKING NEWS

Browsing Tag

Brajrajnagar

ବ୍ରଜରାଜନଗରରେ ୩ଟି ଓ ବେଲପାହାଡ଼ରେ ରହିବ ୨ଟି ଟ୍ରେନ୍

ଭୁବନେଶ୍ୱର: ଯାତ୍ରୀମାନଙ୍କ ସୁବିଧା ପାଇଁ ବେଲପାହାଡ଼ ଏବଂ ବ୍ରଜରାଜନଗରରେ ପରୀକ୍ଷାମୂଳକ ଭିତ୍ତିରେ ୬ ମାସ ପାଇଁ ନିମ୍ନଲିଖିତ ଟ୍ରେନ୍ ଗୁଡ଼ିକର ରହଣି ବ୍ୟବସ୍ଥା କରିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବ୍ରଜରାଜନଗରରେ ରହଣି କରିବାକୁ ଥିବା ଟ୍ରେନ୍ 18477/18478…

ବ୍ରଜରାଜନଗର ଜିତିଲେ ବିଜେଡିର ଅଳକା ମହାନ୍ତି; ତୃତୀୟ ସ୍ଥାନରେ ରାଧାରାଣୀ

ଭୁବନେଶ୍ୱର: ବ୍ରଜରାଜନଗର ଉପ-ନିର୍ବାଚନରେ ୬୫ହଜାର ୭୯୧ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି । ଅଳକାଙ୍କୁ ସର୍ବ ମୋଟ୍ ୯୩ ହଜାର ୭୯୦ ଭୋଟ୍ ମିଳିଛି । ବିଜୟ ଲାଭ କରିବା ପରେ ଅଳକା କହିଛନ୍ତି ଯେ, ସେ ବ୍ରଜରାଜନଗର ବାସୀଙ୍କ ସବୁ…

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସୋମବାର ଭାରତୀୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି । ନିର୍ବାଚନ ସୁପରିଚାଳନା ପାଇଁ ମଙ୍ଗଳବାର ଜିଲ୍ଲାପାଳ ଏକ ବୈଠକ କରିଛନ୍ତି । ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାପାଳ ବୈଠକର…

ଝାରସୁଗୁଡ଼ାରେ ଚାଞ୍ଚଲ୍ୟ: ଘର ଭିତରୁ ମାଆ ଓ ଦୁଇ ଝିଅଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ଘର ଭିତରୁ ମାଆ ଓ ଦୁଇ ଝିଅଙ୍କର ମୃତଦେହ ଉଦ୍ଧାର । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରୁ ଆସିଛି ଏହି ହୃଦୟବିଦାରକ ଘଟଣା । ବ୍ରଜରାଜନଗର ଗଙ୍ଗାନଗର ଫାଟକପଡ଼ାରେ ଏକ ଘର ଭିତରୁ ତିନି ଜଣଙ୍କପ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ୨୮ ବର୍ଷୀୟ ସୋନି ପୋଦାର । ତାଙ୍କ ଦୁଇ…