Latest Odisha News
Browsing Tag

Brown Sugar

ପୁରୀରୁ ୧୧ ଗ୍ରାମର ବ୍ରାଉନସୁଗାର ଜବତ

ନିମାପଡା: ପୁରୀ ଜିଲ୍ଲା ନିମାପଡା ଥାନା ପୋଲିସ ପକ୍ଷରୁ ୧୧ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ସ୍ଥାନୀୟ ଧନୁଆଁ ବ୍ରିଜ଼ ନିକଟରେ ପୋଲିସ ଚଢ଼ାଉ କରିବା ସହ ପାଞ୍ଚ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ଏଥିସହିତ ସେମାନଙ୍କ ନିକଟରୁ ପାଖାପାଖି ୧୧ ଗ୍ରାମର…

ଜଗତସିଂହପୁରରୁ ୩୦୦ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତର୍ତ୍ତଙ୍ଗ ଗାଁରୁ ୩୦୦ ଗ୍ରାମ ବ୍ରାଉନସୁଗର ଜବତ । ଏହି କାରବାରରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ । ଜଗତସିଂହପୁର ସଦର ପୋଲିସ ଓ ଅବକାରୀ ବିଭାଗ ଟିମ ଚଢାଉ କରି…

ପୁରୀରୁ ୧୪ ଗ୍ରାମର ବ୍ରାଉନ ସୁଗାର ଜବତ

ପୁରୀ: ପୁରୀରେ ପୋଲିସର ଅପରେସନ ବ୍ରାଉନ ସୁଗାର ଅଭିଯାନ ଜାରି ରହିଛି। ଏହି ଅବସରରେ ପ୍ରାୟ ୧୪ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି। ଏଥିସହିତ ପିପିଲି ପୋଲିସ ୭ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଗିରଫ ବ୍ୟକ୍ତି ମାନେ ହେଲେ ସେହି ଥାନା ଅଧିନସ୍ତ ଭବାନୀପୁର…

ପୁରୀରୁ ୧୦.୫ ଗ୍ରାମର ବ୍ରାଉନ ସୁଗାର ଜବତ

ପୁରୀ: ବ୍ରାଉନ ସୁଗାର ଜବତ କରିବାରେ ପୁରୀ ଜିଲ୍ଲା କାକଟପୁର ଥାନା ପୋଲିସକୁ ସଫଳତା ମିଳିଛି। ସୂଚନା ଅନୁଯାୟୀ ଓଳଙ୍ଗରା ଗାଁରୁ ଆସୁଥିବା ଏକ ବାଇକକୁ ଯାଞ୍ଚ ବେଳେ ୧୦.୫ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ଆହୁରି ମଧ୍ୟ ଏହି ଘଟଣାରେ ଓଳଙ୍ଗରା ଗାଁର ବେପାରୀ ପ୍ରଶାନ୍ତ ସ୍ୱାଇଁ…

ବାଲେଶ୍ୱରରୁ ବ୍ରାଉନସୁଗାର ଜବତ, ଜଣେ ଅଟକ

ବାଲେଶ୍ୱର: ବାଲେଶ୍ୱରରୁ ଶନିବାର ଦିନ ପୋଲିସ ପାଖାପାଖି ୪୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ଡ୍ରଗ ପେଡଲରଙ୍କୁ ଗିରଫ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ସ୍ଥିତ ଏକ ଘରେ ପୋଲିସ ଟିମ୍ ଚଢାଉ କରିବା ସହ…

ବାଲେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର: ବ୍ରାଉନସୁଗାର ବିଜନେସର ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର । ବଡ ଧରଣର ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଜବତ ହୋଇଛି କୋଟିଏ ଟଙ୍କାର ବ୍ରାଉନସୁଗାର । ୧ କେଜି ୧୦୫ ଗ୍ରାମ୍‌ ଧଳା ଜହର ଜବତ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ସ୍ପେଶାଲ ଟିମ୍‌ ।…

ଜେଲ ଭିତରେ ବ୍ରାଉନସୁଗାର କାରବାର

ଭୁବନେଶ୍ୱର: ଜେଲ୍ ଭିତରେ ଚାଲିଛି ବ୍ରାଉନସୁଗାର ବେପାର । ଲୁଚାଛପାରେ ନୁହେଁ ବରଂ ଚାଲିଛି ଖୁଲମଖୁଲା କାରବାର । ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜେଲରୁ । ଫୋନରେ କାରବାର ଚାଲିଛି । ଆଉ ଏସବୁ କାରବାର ଚଳାଇଛନ୍ତି ବ୍ରାଉନସୁଗାର ମାଫିଆ । ଜେଲ୍ ଭିତରେ ପ୍ରତିଦିନ ଏଭଳି ବେଧଡକ୍ ଭାବେ ଧଳା…

ବାଲେଶ୍ୱରରୁ ଜବତ ହେଲା ୩୮ ଗ୍ରାମର ବ୍ରାଉନ ସୁଗାର

ବାଲେଶ୍ୱର: ବାଲେଶ୍ୱରର ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ନିକଟରେ ପୋଲିସ ଚଢାଉ କରି ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଛି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲାର ଫୈୟଜ ମହମ୍ମଦ ଓ ଆଶିକ ଖାଁ…

ରାଜଧାନୀରୁ ୧ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଭରତପୁର ମାଛ ମାର୍କେଟରେ ଖଣ୍ଡଗିରି ପୋଲିସ ବୁଧବାର ଦିନ ଚଢାଉ କରି ପ୍ରାୟ ୧୦ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ । ଗିରଫ ଅଭିଯୁକ୍ତ…

ବାଲେଶ୍ୱରରୁ ଜବତ ହେଲା ୩୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର, ୩ ଗିରଫ

ବାଲେଶ୍ୱର: ବାଲେଶ୍ୱରର ସହଦେବଖୁଣ୍ଟାସ୍ଥିତ ଲୁନିଆଯୋଡି ବ୍ରିଜ୍ ନିକଟରେ ଅବକାରୀ ବିଭାଗ ଚଢାଉ କରି ଶନିବାର ଦିନ ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଛି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଅରଦ ବଜାରର…