Latest Odisha News

BREAKING NEWS

ରାଜଧାନୀରୁ ୧ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଭରତପୁର ମାଛ ମାର୍କେଟରେ ଖଣ୍ଡଗିରି ପୋଲିସ ବୁଧବାର ଦିନ ଚଢାଉ କରି ପ୍ରାୟ ୧୦ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ।

BjdElectrycity

ମିଳିଥିବା ସୂଚନାନୁଯାୟୀ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ।

ଗିରଫ ଅଭିଯୁକ୍ତ ମାନେ ଖୋର୍ଦ୍ଧା ଜିଲ୍ଲାର କିରଣ କୁମାର ସ୍ୱାଇଁ, ଶୁଭମ କୁମାର ଦାସ ଏବଂ ପତିତପାବନ ଭୁଜବଳ ବୋଲି ସୂଚନା ମିଳିଛି ।

ଆହୁରି ମଧ୍ୟ ସେମାନଙ୍କ ନିକଟରୁ ୩ଟି ମୋବାଇଲ୍ ଫୋନ୍ ଏବଂ ଗୋଟିଏ ବାଇକ୍ ଜବତ କରାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.