Latest Odisha News

BREAKING NEWS

Browsing Tag

Brown Sugar

ରାଜଧାନୀରୁ ୨୫ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ, ଜଣେ ଅଟକ

ଭୁବନେଶ୍ୱର : ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ କମିଶନରେଟ ପୋଲିସର ସ୍ପେଶାଲ ଟିମ୍ ମଙ୍ଗଳବାର ଦିନ ଚଢାଉ କରି ପ୍ରାୟ ୨୫୦ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଡିଲରକୁ ମଧ୍ୟ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ।…

ରାଜଧାନୀରେ ଜବତ ହେଲା ବ୍ରାଉନସୁଗାର, ଦୁଇ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ବ୍ରାଉନସୁଗାର ଜବତ ହୋଇଛି । କ୍ୱିକ ଆକ୍ସନ ଟିମ(କ୍ୱାଟ) ଓ ନାୟପଲ୍ଲୀ ପୋଲିସ ଶୁକ୍ରବାର ଦିନ ମିଳିତ ଭାବେ ଚଢ଼ାଉ କରି ଡେଲଟା ଛକରୁ ୩୪ ଗ୍ରାମ ବ୍ରାଉନସୁଗାର ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ବ୍ୟକ୍ତି ଦ୍ୱୟଙ୍କ ନାମ ସନ୍ତୋଷ ରାଉତରାୟ ଓ…

ରାଜଧାନୀରୁ ବ୍ରାଉନସୁଗାର ଜବତ ଘଟଣାରେ ୪ ଅଟକ

ଭୁବନେଶ୍ବର : ରାଜଧାନୀରେ ବ୍ରାଉନସୁଗାର ସ୍ମଗଲିଂ ଅଭିଯୋଗରେ ଶନିବାର ଦିନ ଘଟଣାରେ ସମ୍ପୃକ୍ତି ନେଇ କ୍ୱିକ୍ ଆକ୍ସନ୍ ଟିମ୍ (କ୍ୱାଟ୍) ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜଗନ୍ନାଥ ମହାପାତ୍ର, ଗୁଣନିଧି ବାରିକ, ତୈଦୁର, ପରେଶ ସେଠୀ। ସେମାନଙ୍କ ଠାରୁ ପାଖାପାଖି ୨୪.୬…

ଯାଜପୁରରେ ଠାବ ହେଲା ବ୍ରାଉନ ସୁଗାର ରାକେଟ, ୩ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳରୁ ସ୍ଥାନୀୟ ପୋଲିସ ଏକ ବ୍ରାଉନ ସୁଗାର ରାକେଟ ଠାବ କରିଛି । ଏଥିରେ ବ୍ରାଉନସୁଗାର ବିକ୍ରି କରୁଥିବା ୩ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କଠାରୁ ୨୫ଗ୍ରାମ୍ ବ୍ରାଉନ ସୁଗାର, ଗୋଟିଏ ବାଇକ୍ ଓ ଦୁଇଟି ମୋବାଇଲ୍ ଫୋନ୍ ସହିତ ନଗଦ…

ରାଜଧାନୀରୁ ୫ ଡ୍ରଗସ ବ୍ୟବସାୟୀଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: କମିଶନରେଟ ପୋଲିସ ଗୁରୁବାର ଦିନ ୫ ଜଣ ଡ୍ରଗସ ବ୍ୟବସାୟୀଙ୍କୁ ଗିରଫ କରିଛି । ବେଆଇନ ମାଦକ ଦ୍ରବ୍ୟ କାରବାରକୁ ରୋକିବା ପାଇଁ ଆରମ୍ଭ କରାଯାଇଥିବା ବିଶେଷ ଅଭିଯାନ ସମୟରେ ପୋଲିସକୁ ଏହି ସଫଳତା ମିଳିଛି । ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଉଛନ୍ତି ପ୍ରଶାନ୍ତ କୁମାର ରାଉତ,…

ବାଲେଶ୍ୱରରୁ ଜବତ ହେଲା ୧ କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର, ୪ ଅଟକ

ବାଲେଶ୍ୱର : ବାଲେଶ୍ୱରରେ ସହଦେବଖୁଣ୍ଟା ପୋଲିସ ଓ ଅବକାରୀ ବିଭାଗ ମିଳିତ ଉଦ୍ୟମରେ ଚଢାଉ କରି ମଙ୍ଗଳବାର ଦିନ ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଛି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଶେଖ୍ ମକସୁଦ୍ (୩୫),…

ଭୁବନେଶ୍ୱରରୁ ଜବତ ହେଲା ବ୍ରାଉନ ସୁଗାର, ମହିଳା ଗିରଫ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ହଳଦିଆପଡା ଅଞ୍ଚଳରୁ କ୍ୱିକ୍ ଆକ୍ସନ ଟିମ୍ (କ୍ୱାଟ୍) ଶୁକ୍ରବାର ଦିନ ପ୍ରାୟ ୧୯ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତିକୁ ନେଇ ଉକ୍ତ ଟିମ୍ ପକ୍ଷରୁ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ମିଳିଥିବା…

ରାଜଧାନୀରୁ ଜବତ ହେଲା ୭୦ ଗ୍ରାମର ବ୍ରାଉନ ସୁଗାର, ୨ ଅଟକ

ଭୁବନେଶ୍ୱର : ଭୁବନେଶ୍ୱରରୁ ଶୁକ୍ରବାର ଦିନ ପୋଲିସ ମଞ୍ଚେଶ୍ୱର ଅଞ୍ଚଳରୁ ୫୨ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଯାହାର ଆନୂମାନିକ ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ । ମିଳିଥିବା ସୂଚନାନୁଯାୟୀ କୌଣସି ସୁତ୍ରରୁ ଖବର…

ଭୁବନେଶ୍ୱର ଓ ଯାଜପୁରରୁ ଜବତ ହେଲା ୧୪ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର୍

ଭୁବନେଶ୍ୱର/ଯାଜପୁର : ଭୁବନେଶ୍ୱର ଓ ଯାଜପୁରସ୍ଥିତ ପାଣିକୋଇଲି ଅଞ୍ଚଳରୁ ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ କରି ବୁଧବାର ଦିନ ପ୍ରାୟ ୧୪ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଛି । ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱରର ହଳଦିଆପଡିଆ ଅଞ୍ଚଳରୁ ଅବକାରୀ ବିଭାଗ ଚଢାଉ କରି ପ୍ରାୟ…

ରାଜଧାନୀରୁ ଜବତ ହେଲା ୨୦୦ ଗ୍ରାମ ବ୍ରାଉନ ସୁଗାର, ଜଣେ ଅଟକ

ଭୁବନେଶ୍ୱର : ଭୁବନେଶ୍ୱରରୁ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ୨୦୦ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱରର ହଳଦିଆ ପଡିଆ ଅଞ୍ଚଳରେ ବୁଧବାର ଦିନ ଚଢାଉ ବେଳେ ବିଭାଗ ଉକ୍ତ ବ୍ୟକ୍ତିଙ୍କୁ ଗିରଫ…