Latest Odisha News

BREAKING NEWS

Browsing Tag

bsf

ପଠାଣକୋଟରେ ପାକିସ୍ତାନୀ ଡ୍ରୋନ୍, ବିଏସଏଫର ଗୁଳିମାଡ଼ ପରେ ଫେରିଗଲା

ପଠାଣକୋଟ: ପଠାଣକୋଟର ୱାମିୟାଲ୍ ସେକ୍ଟରରେ ପାକିସ୍ତାନ ଡୋନ୍ ଦେଖିବାକୁ ମିଳିଛି । ଏହି ଡ୍ରୋନ୍ ୱାମିୟାଲ୍ ସେକ୍ଟରର ଡିଣ୍ଡା ପୋଷ୍ଟରେ ସକାଳ ୬ଟା ୧୦ରେ ଦେଖିବାକୁ ମିଳିଥିଲା । ବିଏସଏଫ ଯବାନ ଫାୟାରିଂ କରିବା ପରେ ସନ୍ଦିଗ୍ଧ ଡ୍ରୋନକୁ ଫେରାଇ ନେଇଛି । ଏହାପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ…

ଲ୍ୟାଣ୍ଡମାଇନ୍ ଉଦ୍ଧାର, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: ମାଲକାନଗିରି ପୋଲିସ ଓ ବିଏସ୍‌ଏଫ୍ ଯବାନଙ୍କୁ ମିଳିଛି ବଡ ସଫଳତା । ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗୋରାସେତୁ ଜଙ୍ଗଲରେ ଠାବ ହୋଇଛି ମାଓ କ୍ୟାମ୍ପ । କମ୍ୱିଂ ଅପରେଶନ୍‌ରେ ଗଲା ବେଳେ ମିଳିଲା ଲ୍ୟାଣ୍ଡମାଇନ୍‌। ଏଥିସହ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସ୍ୱାଭିମାନ…

ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ

ମାଲକାନଗିରି: ସେନାବାହିନୀଙ୍କୁ ବଡ଼ ଧରଣର ସଫଳତା । କୋରାପୁଟ ମାଲକାନଗିରି ସୀମାରୁ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ । ଏତେ ପରିମାଣର ବିସ୍ଫୋରକ ଏକ ଡ୍ରମ ଭିତରେ ପୁରାଇ ମାଟି ତଳେ ଲୁଚାଇ ରଖାଯାଇଥିଲା । ଆନ୍ଧ୍ର ଓଡ଼ିଶା ବର୍ଡର ଡିଭିଜନାଲ କମିଟି ଏହାକ ଲୁଚାଇ ରଖିଥିଲା ।…

ଭାରତ ପାକିସ୍ତାନ ସୀମାରେଖା ତଳେ ଗୁପ୍ତ ସୁଡଙ୍ଗ ଠାବ !

ନୂଆଦିଲ୍ଲୀ/ଜାମ୍ମୁ: ପାକିସ୍ତାନୀଙ୍କ ଯୋଜନାକୁ ପଣ୍ଡ କଲା ଭାରତର ବୋର୍ଡର୍ ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌) । ଜାମ୍ମୁରେ ଠାବ ହୋଇଛି ଏକ ଗୁପ୍ତ ସୁଡଙ୍ଗ । ଠିକ୍ ଭାରତ ଓ ପାକିସ୍ତାନ ସୀମାରେଖା ତଳେ ଖୋଳାହୋଇଥିଲା ବିରାଟକାୟ ସୁଡଙ୍ଗ । ହେଲେ ବିଏସ୍‌ଏଫ୍‌ର ନଜରରେ ଲୁଚିପାରିନଥିଲା ଏହି…

ଜାମ୍ମୁ-କାଶ୍ମୀରରେ ନିଜକୁ ଗୁଳିକରି ଆତ୍ମହତ୍ୟା କଲେ ‘ବିଏସଏଫ ଯବାନ’

ନୂଆଦିଲ୍ଲୀ: ଜାମ୍ମୁ- କାଶ୍ମୀରର ଦୋଦା ଜିଲ୍ଲାରେ ଜଣେ ବିଏସଏଫ ଯବାନ ନିଜ ସର୍ଭିସ ରାଇଫଲରୁ ଗୁଳି ଚାଳନା କରି ଆତ୍ମହତ୍ୟା କରିଥିବା ଶୁକ୍ରବାର ଦିନ ସେନାଅଧିକାରୀ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ମୃତ ଯବାନଙ୍କ ବୟସ ୨୮ ବର୍ଷ ହୋଇଥିବା ବେଳେ ସେ ଦୋଦାର ଡେପୁଟି କମିଶନରଙ୍କ…