Latest Odisha News
Browsing Tag

bsf

ଇନଷ୍ଟାଗ୍ରାମରେ ରିଲ୍ ପୋଷ୍ଟର କେଇ ମିନିଟ୍ ପରେ ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

ବ୍ରହ୍ମପୁର: କେଇ ମିନିଟରେ ମିଳେଇଗଲା ଖୁସି । ସୋସିଆଲ୍ ମିଡିଆରେ ରିଲ୍ ଅପଲୋଡର କେଇ ମୁହୂର୍ତ୍ତରେ ଜଣେ ଯବାନଙ୍କ ଜୀବନ ଚାଲି ଯାଇଛି । ସଡ଼କ ଦୁର୍ଘଟଣାରେ ଆଖି ବୁଜିଛନ୍ତି ବିଏସଏଫ୍ ଯବାନ । ମୃତ ଯବାନ ଜଣଙ୍କ ଗଞ୍ଜାମ ଜିଲ୍ଲା କୁସରବାର ଜିତେନ୍ଦ୍ର କୁମାର ପାଢ଼ୀ । ୨୫ ବର୍ଷର ଜିତେନ୍ଦ୍ର…

ମାଲକାନଗିରି ତୁଲସୀ ଗାଁ ନିକଟରେ ପ୍ରତିଷ୍ଠା ହେଲା ପୋଲିସ ଓ ବିଏସଏଫର ନୂଆ ସୁରକ୍ଷା ଶିବିର

ମାଲକାନଗିରି ଜିଲ୍ଲାର ତୁଲସୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଅନ୍ତର୍ଗତ ତୁଲସୀ ଗାଁ ନିକଟରେ ପୋଲିସ ଓ ବିଏସଏଫ ଓଡ଼ିଶାର ଏକ ନୂଆ କମ୍ପାନୀ ଅପରେଟିଂ ବେସ୍ – ସିଓବି ପ୍ରତିଷ୍ଠା କରାଯାଇଛି । ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପର ମୁକାବିଲା ତ୍ୱରାନ୍ୱିତ କରିବା ପାଇଁ ଏହି ନୂଆ ସୁରକ୍ଷା ଶିବିର…

ବାଲିମେଳା ସଂରକ୍ଷିତ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ଼ ସଫଳତା ମିଳିଛି । ବାଲିମେଳା ସଂରକ୍ଷିତ ଜଙ୍ଗଲର ତାଇମାଲ ଗାଁ ନିକଟରୁ ସ୍ୱତନ୍ତ୍ର ଅପରେସନ୍ ବେଳେ ବିଏସଏଫ୍ ବିପୁଳ ମାଓ ସାମଗ୍ରୀ ଜବତ କରିଛି । ଆନ୍ଧ୍ର ସୀମାକୁ ଲାଗି ରହିଥିବା ଚିତ୍ରକୋଣ୍ଡା ଥାନା ତାଇମାଲ ଓ ଲାରିଗୁଡ଼ା ଗାଁ ନିକଟରୁ ମାଓ ସାମଗ୍ରୀ…

ମାଲକାନଗିରିରେ ମାଓ କ୍ୟାମ୍ପ ଠାବ, ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ନକ୍ସଲ ବିରୋଧୀ ଅପରେସନକୁ ବଡ଼ ସଫଳତା ମିଳିଛି । ମାଲକାନଗିରି ଜିଲ୍ଲାର ଯୋଡ଼ାମ୍ବ ଥାନା ଅନ୍ତର୍ଗତ ଆର୍ଲିଙ୍ଗପଡ଼ା ଗାଁ ନିକଟରେ ସୁରକ୍ଷା କର୍ମୀ ମାଓ କ୍ୟାମ୍ପ ଠାବ କରିଥିବା ବେଳେ ବିପୁଳ ବିସ୍ଫୋରକ ଜବତ କରାଯାଇଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବିଏସଏଫର ୧୭୭…

ଡିଏସପି କହି ପୋଲିସ କନଷ୍ଟେବଲଙ୍କୁ ପିଟିଥିଲେ ; ଜେରା ବେଳେ ସତ ମାନିଲେ ବିଏସଏଫ କର୍ମଚାରୀ

ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ୱରର ଭିଏସଏସ ନଗରରେ ଗାଡ଼ି ପାର୍କିଂକୁ ନେଇ ଗଣ୍ଡଗୋଳ। ଜଣେ ବିଏସ୍‌ଏଫ୍ ଯବାନଙ୍କ ଆକ୍ରମଣରେ  ଟ୍ରାଫିକ କନଷ୍ଟେବଲ ଆହତ ହୋଇଛନ୍ତି  । ଆକ୍ରମଣକାରୀ ଅଭିଯୁକ୍ତ ଜଣକ ହେଉଛନ୍ତି ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସଂଗ୍ରାମ ବିଶ୍ବାଳ । ସେ ପୋଲିସ ଡ଼ିଏସପି…

ପଞ୍ଜାବ ଗୁରୁଦାସପୁରରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ୍‌,ଗୁଳି କରି ହଟାଇଲା ବିଏସ୍‌ଏଫ୍‌ ଯବାନ

ଚଣ୍ଡିଗଡ଼ : ପାକିସ୍ତାନ ଡ୍ରୋନକୁ ନେଇ ଆସିଲା ନୂଆ ତଥ୍ୟ । ପୁଣି ଭାରତ ଆକାଶରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ । ପଞ୍ଜାବର ଗୁରୁଦାସପୁର ସେକ୍ଟରରେ ୨ ଟି ପାକିସ୍ତାନୀ ଡ୍ରୋନ ଉଡ଼ୁଥିବାର ଦେଖିବାକୁ ମିଳିଥିଲା ଯାହାକୁ ଗୁଳି କରି ହଟାଇଛନ୍ତି ସୁରକ୍ଷା ବଳ(BSF) । ଏନେଇ ସୂଚନା ଦେଇଛନ୍ତି…

ଓଡ଼ିଶାରେ ଚଳିତବର୍ଷ ୬୪ ନକ୍ସଲ ନିପାତ କରିଛି ବିଏସ୍ଏଫ୍

ଭୁବନେଶ୍ୱର : ଆସନ୍ତାକାଲି ସୀମା ସୁରକ୍ଷା ବଳ ବା ବିଏସଏଫ୍ ପ୍ରତିଷ୍ଠା ଦିବସ । ଆଜିକୁ ୫୭ ବର୍ଷ ଧରି ସୀମା ସୁରକ୍ଷା କରିଆସୁଛି ବିଏସଏଫ୍ । ଯାହାକୁ ବିଏସଏଫ୍ ପକ୍ଷରୁ ‘ରେଜିଙ୍ଗ ଡେ’ ଭାବେ ପାଳନ କରାଯାଉଛି । ଓଡ଼ିଶାରେ ୨୦୧୦ରୁ ବିଏସଏଫ୍ କର୍ତ୍ତବ୍ୟରତ । ୨୦୦୪ରେ କୋରାପୁଟ ମୋଟୁ ଥାନା…

ପଞ୍ଜାବ ସୀମାରେ ୨ ପାକ୍ ଡ୍ରୋନକୁ ଘଉଡ଼ାଇଲା ବିଏସଏଫ୍

ଚଣ୍ଡିଗଡ: ଭାରତ ଓ ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଠାବ ହୋଇଛି ପାକିସ୍ତାନୀ ଡ୍ରୋନ ।  ପଞ୍ଜାବର ଗୁରୁଦାସପୁର ଜିଲ୍ଲା କୋସୋଓ୍ୱାଲ ଅଞ୍ଚଳରେ ପାକିସ୍ତାନୀ ଡ୍ରୋନା ଦେଖିବାକୁ ମିଳିଥିବା ସୂଚନା ଦେଇଛନ୍ତି ସୀମା ସୁରକ୍ଷା ବଳ (ବିଏସ୍ଏଫ) । ଗତକାଲି ରାତିରେ ଡ୍ରୋନକୁ ଦେଖି ଯବାନମାନେ…

ଟଳିଲା ଅଘଟଣ, IED ଉଦ୍ଧାର କରି ନିଷ୍କ୍ରିୟ କଲେ ବିଏସଏଫ ଯବାନ

କୋରାପୁଟ: ବିଏସଏଫ୍ ଯବାନଙ୍କୁ ସଫଳତା । ଯାଞ୍ଚ ବେଳେ ମିଳିଲା ଆଇଇଡି । ମଙ୍ଗଳବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ୧୫୧ ବାଟାଲିୟନର ବିଏସଏଫ୍ ଯବାନ ୩୨୬ ନମ୍ବର ଜାତୀଯ ରାଜପଥ କଡ଼ରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ୍ ବେଳେ ମନ୍ତ୍ରିଆମରୁ ଗୋବିନ୍ଦପାଲୀ ମଧ୍ୟରେ ମାଟି ଖୋଳା…

[ଭିଡ଼ିଓ]୫୭ବର୍ଷରେ ପଦାର୍ପଣ କରିଛି ବିଏସଏଫ ବା ସୀମା ସୁରକ୍ଷା ବାହିନୀ

ଭୁବନେଶ୍ୱର: ଆଜି ବିଏସଏଫ ବା ସୀମା ସୁରକ୍ଷା ବାହିନୀ ୫୭ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଏସଏଫର କାର୍ଯ୍ୟ ଓ ଓଡ଼ିଶାରେ ମାଓ ଦମନ କ୍ଷେତ୍ରରେ ବିଏସଏଫର ଭୂମିକା ବର୍ଣ୍ଣନା କରିଛନ୍ତି ବିଏସଏଫ ଆଇଜି । ୧୯୬୫ ଡ଼ିସେମ୍ବର ପହିଲାରେ ଭାରତର ସୀମା…