Latest Odisha News

BREAKING NEWS

Browsing Tag

Budget 2021

କରୋନା ନିୟନ୍ତ୍ରଣ ଲାଗି ରାଜ୍ୟ ସରକାରଙ୍କୁ ରାଜ୍ୟପାଳଙ୍କ ପ୍ରଶଂସା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ । କରୋନା ନିୟନ୍ତ୍ରଣରେ ଥିବାରୁ ରାଜ୍ୟ ସରକାରଙ୍କୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି । ମାହାମାରୀର ଭୟାବହତା ନେଇ ଆଗୁଆ ଆକଳନ…

ବଜେଟ୍‌ ୨୦୨୧ ହେଉଛି କୃଷକ ବିରୋଧୀ ବଜେଟ୍‌; କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ସୋମବାର କେନ୍ଦ୍ର ସରକାରଙ୍କୁ କୃଷି ସହ ଜଡିତ ସମସ୍ୟାର ସମାଧାନ କରିବାରେ ସମାଲୋଚନା କରିଛି ଏବଂ କେନ୍ଦ୍ର ବଜେଟକୁ 'କୃଷକ ବିରୋଧୀ' ବୋଲି କହିଛି। କଂଗ୍ରେସ ନେତା ଜୟଭୀର ଶେରଗିଲ କହିଛନ୍ତି ଯେ କୃଷି କ୍ଷେତ୍ରରେ ଖାଲି ସଂସ୍କାର ଏବଂ ଅଧିକ ନକଲି ସରକାରୀ ରିପୋର୍ଟ…

ଆୟକର ନେଇ ବଡ଼ ଘୋଷଣା: ୭୫ ବର୍ଷରୁ ଅଧିୟ ବୟସ୍କ ଦେବେନି IT ରିଟର୍ଣ୍ଣ, ବଢ଼ିଲା ଟ୍ୟାକ୍ସ ଅଡିଟ୍ ଲିମିଟ୍

ନୂଆଦିଲ୍ଲୀ: ବଜେଟରେ ବରିଷ୍ଠ ନାଗରିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କୁ ଆୟକରରେ ବଡ ରିହାତି ଦେଇଛନ୍ତି । ପେନସନ ପାଉଥିଲେ ଦେବାକୁ ପଡିବନି ଆୟକର । ୭୫ ବର୍ଷରୁ ଅଧିକ ବୟସ୍କ ଦେବାକୁ ପଡ଼ିବନି ଆୟକର ରିଟର୍ଣ୍ଣ । ପେନସନ ଓ…

ବଜେଟ୍‌ ୨୦୨୧; କୃ‌ଷକଙ୍କୁ ଅର୍ଥମନ୍ତ୍ରୀଙ୍କ ଉପହାର; କୃଷି ଋଣ ସୀମା ବୃଦ୍ଧି ନେଇ ବଡ଼ ଘୋଷଣା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ବଜେଟରେ କୃଷକମାନଙ୍କୁ ଆଉ ଏକ ବଡ ଉପହାର ଦେଇଛନ୍ତି। ବଜେଟରେ ସରକାର କୃଷି ଋଣର ସୀମା ବୃଦ୍ଧି କରିଛନ୍ତି। ସରକାର ଏଥର କୃଷକମାନଙ୍କୁ ୧୬.୫ ଲକ୍ଷ କୋଟି ଟଙ୍କା ଋଣର ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଉଲ୍ଲେଖ ଥାଉ କି ସରକାର ପ୍ରତ୍ୟେକ ଥର…

ବିଧାନସଭା ନିର୍ବାଚନ ଥିବା ୪ ରାଜ୍ୟ ପାଇଁ ବଜେଟରେ ବମ୍ପର ଘୋଷଣା

ନୂଆଦିଲ୍ଲୀ: ବଜେଟରେ ଚଳିତବର୍ଷ ନିର୍ବାଚନ ହେବାକୁ ଥିବା ୪ଟି ରାଜ୍ୟ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଓ ଆସାମରେ ସଡ଼କ ଭିତ୍ତିଭୂମି ପାଇଁ ପ୍ୟାକେଜ୍ ଘୋଷଣା ହୋଇଛି । ଏଥିପାଇଁ ୨ଲକ୍ଷ ୨୭ହଜାର କୋଟି ଟଙ୍କା ବ୍ୟୟ ବରାଦ…