Latest Odisha News

BREAKING NEWS

Browsing Tag

BURLA

ଏପ୍ରିଲରେ କାର୍ଯ୍ୟକାରୀ ହେବ ଭିମସାରର ସୁପର ସ୍ପେଶିଆଲିଟି କୋଠା; ୨୦୧୭ରୁ ଆରମ୍ଭ ହୋଇଥିଲା କାର୍ଯ୍ୟ

ବୁର୍ଲା:ଭିମସାରରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ସୁପର ସ୍ପେଶିଆଲିଟି କୋଠା। ଏପ୍ରିଲ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ମତପ୍ରକାଶ ପାଇଛି। ବୁର୍ଲା ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ସଂସ୍ଥାନ ବା ଭିମସାରରେ ନିର୍ମାଣାଧୀନ ସୁପର ସ୍ପେଶିଆଲିଟି କୋଠା ୨୦୧୭ ମସିହାରୁ…

ପାୱାର ଚାନେଲକୁ ଡେଇଁ ପଡିଲେ ଭିସୁଟ ଛାତ୍ରୀ

ବୁର୍ଲା: ଭିସୁଟର ଜଣେ ଛାତ୍ରୀ ପାୱାର ଚାନେଲକୁ ଡେଇଁ ପଡିଛନ୍ତି। ଛାତ୍ରୀଙ୍କ ନାଁଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ । ଗତକାଲି ରାତି ୧୦ଟାରେ ଚିନ୍ମୟୀ ପାୱାର ଚାନେଲକୁ ଡେଇଁ ପଡ଼ିଛନ୍ତି । ଆତ୍ମହତ୍ୟା ଉଦ୍ଦେଶ୍ୟରେ ସେ ଏପରି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି । ସେ ତାଙ୍କର ଜଣେ ସାଙ୍ଗଙ୍କ…

ଭୀମସାରରେ ୪ ଛୁଆଙ୍କୁ ଜନ୍ମ ଦେଲେ ମହିଳା

ସମ୍ବଲପୁର: ଗୋଟିଏ ଥରରେ ୪ ଛୁଆଙ୍କୁ ଜନ୍ମ ଦେଇଛନ୍ତି ମହିଳା । ବୁର୍ଲା ଭୀମସାରରେ ବୁଧବାର ସୋନପୁରର ଜଣେ ମହିଳା ୪ ଛୁଆଙ୍କୁ ଜନ୍ମ ଦେଇଛନ୍ତି । ନବଜାତକଙ୍କ ମଧ୍ୟରେ ୩ ଜଣ ଝିଅ ଥିବା ବେଳେ ଜଣେ ଶିଶୁପୁତ୍ର ରହିଛି । ମାଆଙ୍କ ସହ ୪ ଛୁଆଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ହସ୍ପିଟାଲ…

ବୁର୍ଲା VSSUTରେ ଅଫଲାଇନ୍ କ୍ଲାସ୍ ବାତିଲ୍, ଅନଲାଇନରେ ହେବ ଥିଓରୀ

ସମ୍ବଲପୁର: ବଢ଼ୁଥିବା କରୋନା ସଂକ୍ରମଣ ମାମଲାକୁ ଦେଖି ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (VSSUT) ଶ୍ରେଣୀଗୃହ ପାଠପଢ଼ା ବାତିଲ୍ କରି ଦେଇଛନ୍ତି । ସମସ୍ତ ବର୍ଷର ଛାତ୍ରଛାତ୍ରୀଙ୍କ ଲାଗି ଅଫଲାଇନ୍ ପାଠପଢ଼ା ସହ ସେମିଷ୍ଟାର ବାତିଲ୍ କରାଯାଇଥିବା ସୂଚନା ଦେଇଛନ୍ତି…

ବୁର୍ଲା ଭୀମସାରରେ ହେବ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ସଂକ୍ରମଣ ବଢ଼ୁଥିବା ବେଳେ ବୁର୍ଲା ଗସ୍ତରେ ଯାଇ ସମ୍ବଲପୁର ଜିଲ୍ଲାରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସମୀକ୍ଷା ପରେ ବୁର୍ଲା ଭୀମସାରରେ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ…

ବୁର୍ଲାର ବିଭିନ୍ନ ଅଂଚଳରେ ୧୪୪ ଧାରା ଜାରି

ବୁର୍ଲା: ବୁର୍ଲାରେ ଜାରି ହେଲା ୧୪୪ ଧାରା । କରୋନାର ଲୋକାଲ କେସ୍ ଜଣାପଡିବା ପରେ ବୁର୍ଲାର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ବୁର୍ଲାର ଆର୍ କଲୋନୀ, ଚିପିଲିମା, ପିସି ବ୍ରିଜରୁ ଫାଣ୍ଡି ଛକ, କିର୍ବା, ପାଣି ଟାଙ୍କି ପଡା, ବସନ୍ତ ବିହାର ଏସବୁ ଅଂଚଳରେ ୧୪୪…

ହସ୍ପିଟାଲରୁ ଖସି ଚାଲିଗଲେ ସଂଦିଗ୍ଧ କରୋନା ରୋଗୀ !

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲ୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ (ଭିମସାର)ର ଆଇସୋଲେସନ ୱାର୍ଡ଼ରୁ ଜଣେ ସନ୍ଦିଗ୍ଧ କରୋନା ରୋଗୀ ଖସି ଚାଲିଯାଇଛନ୍ତି । ଏହି ଘଟଣା ସମ୍ପର୍କରେ ବୁଧବାର ଜଣାପଡ଼ିଥିବା ନେଇ ଭିମସାର୍ ସୂତ୍ରରୁ ସୂଚନା ମିଳିଛି । ଅଧିକ…