Latest Odisha News
Browsing Tag

BUS

ଯାତ୍ରୀ ହେଉନ’ଥିବା ଯୋଗୁଁ ଚିନ୍ତାରେ ବସ୍ ମାଲିକ: ବନ୍ଦ କରିପାରନ୍ତି ସେବା

ଭୁବନେଶ୍ୱର: କରୋନା ମହାମାରୀ ଦ୍ରୁତଗତିରେ ବଢି ଚାଲିଥିବା ବେଳେ ଜନସାଧାରଣ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ଚେଷ୍ଟା କରୁଛନ୍ତି । ତେବେ କରୋନା ଭୂତାଣୁ ସଂକ୍ରମଣ ଭୟରେ ମଧ୍ୟ ସାଧାରଣ ଯାତ୍ରୀ ବସରେ ଯାତ୍ରା କରିବାକୁ ପସନ୍ଦ କରୁନାହାନ୍ତି । କ୍ଷତି ସହୁଛନ୍ତି ବସ୍ ମାଲିକ । ତେଣୁ ଘରୋଇ…

ତେଲ ଦର ବଢିଲା, ବସ୍ ଭଡା ବି ବଢିଲା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଛି ବସ୍ ଭଡା । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ କହିଛି, ବାରମ୍ବାର ତେଲ ଦର ବୃଦ୍ଧି କାରଣରୁ ଅଟୋମେଟିକ ମେକାନିଜିମ୍ ସିଷ୍ଟମ ଅନୁଯାୟୀ ରାଜ୍ୟରେ ଘରୋଇ ବସ୍ ଭଡା ବୃଦ୍ଧି ପାଇଛି । ଶେଷ ଥର ପାଇଁ ମାର୍ଚ୍ଚ ୨୧ ତାରିଖରେ ବସ୍ ଭଡା କମିଥିଲା । ତେବେ ଲକଡାଉନ୍…

ବସରେ ଯାତ୍ରୀ ହେଉନାହାଁନ୍ତି: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ରାଜ୍ୟରେ ଆରମ୍ଭ ହୋଇଥିବା ବସ୍ ସେବା ବନ୍ଦ ହେବା ସ୍ଥିତି ଉପୁଜିଲାଣି । କ୍ଷତି ଏତେ ହେଉଛି ଯେ, ବାଧ୍ୟ ହୋଇ ବସ୍ ସେବା ବନ୍ଦ କରିବାକୁ ବିଚାର କରାଯାଉଛି । ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ୬୬ଟି ରୁଟରୁ ୨୦ଟି ରୁଟରେ ଯାତ୍ରୀ…

ସୋମବାରଠୁ ୬୬ଟି ରୁଟରେ ଗଡିବ ଓଏସ୍‌ଆର୍‌ଟିସି ବସ୍‌

ଭୁବନେଶ୍ୱର: ସୋମବାର ଠାରୁ ଓଏସ୍‌ଆର୍‌ଟିସିର ବସ୍ ଚଳାଚଳ କରିବ । ପ୍ରଥମ ପର୍ଯ୍ୟାୟରେ ୬୬ ଟି ରୁଟରେ ୯୬ଟି ବସ୍ ଗଡିବ । ୯୬ଟି ବସ୍ ରାଜ୍ୟର ୨୨ ଟି ସହରରୁ ରାଜଧାନୀ ଭୁବନେଶ୍ଵରକୁ ଯୋଡିବ । ଏନେଇ ରାଜ୍ୟ ସଡକ ପରିବହନ ନିଗମ ସିଏମ୍‌ଡି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ବସରେ ଯାତ୍ରା…

ସଟଡାଉନ୍ ସମୟରେ ଗଡିବ ବସ୍

ଭୁବନେଶ୍ୱର: ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସପ୍ତାହକୁ ଦୁଇ ଦିନ ୧୧ଟି ଜିଲ୍ଲାରେ ସଟଡାଉନ ଘୋଷଣା କରିଛନ୍ତି। ଶନିବାର ଓ ରବିବାର ୧୧ ଜିଲ୍ଲା ପୁରା ସଟ୍ଡାଉନ୍ ରହିବ । ତେବେ ଏହି ସଟଡାଉନ୍ ସମୟରେ ସ୍ୱାଭାବିକ ଭାବେ ଗଡିବ ବସ୍ । ବସ୍ ଉପରେ କୌଣସି କଟକଣା ଲାଗିବ…