ଜେଲରୁ ଲେଖିଥିଲେ ଚିଠି; ଖୋଲା ଚିଠିରେ ଥିଲା ଯୁଦ୍ଧର ବାର୍ତ୍ତା
ସଂକ୍ରାନ୍ତରେ ଜନ୍ମ, ସଂକ୍ରାନ୍ତରେ ମୃତ୍ୟୁ । ସେଥିପାଇଁ ସେ ସଂକ୍ରାନ୍ତି ପୁରୁଷ । ସେ ହେଉଛନ୍ତି ଓଡ଼ଶା ଭାଷା ସାହିତ୍ୟର ସାରସ୍ୱତ କଥାକାର ବ୍ୟାସକବି ଫକୀରମୋହନ ସେନାପତି । ୧୮୪୩ ମସିହା ପବିତ୍ର ମକର ସଂକ୍ରାନ୍ତିରେ ଭୂମିଷ୍ଠ ହୋଇଥିଲେ କଥା ସମ୍ରାଟ ଫକିରମୋହନ ସେନାପତି । ୧୯୧୮ ମସିହା ରଜ…