Latest Odisha News
Browsing Tag

Cabinet Approval

କେନ୍ଦ୍ର କ୍ୟାବିନେଟ ବୈଠକ: ବିଏସଏନଏଲ ପୁନରୁଦ୍ଧାର ପାଇଁ ୧.୬୪ ଲକ୍ଷ କୋଟିର ପ୍ୟାକେଜ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିଜ ଟେଲିକମ ସଂସ୍ଥା ବିଏସଏନଏଲ ବୁଡ଼ିଯିବା ଅବସ୍ଥାରେ । ଏହାକୁ ପୁନରୁଦ୍ଧାର କରିବାକୁ ସରକାର ଦୀର୍ଘ ଚିନ୍ତନ ବିତାଇଛନ୍ତି । ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ବୁଡ଼ିଯାଉଥିବା ଏହି ନୌକାକୁ ଉଦ୍ଧାର କରିବାକୁ କିଛି ବାଟ ଆପଣାଯାଇଛି । ଟେଲିକମ…

ଏଣିକି ବ୍ୟାଙ୍କ ଓ କେନ୍ଦ୍ରୀୟ ଚାକିରି ପାଇଁ ଗୋଟିଏ ପରୀକ୍ଷା

ନୂଆଦିଲ୍ଳୀ: କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକରେ ପ୍ରକାଶ ପାଉଥିବା ନନ୍ ଗେଜେଟେଡ ପଦବୀ ପାଇଁ ଏଣିକି ଗୋଟିଏ ପ୍ରାବେଶିକା ପରୀକ୍ଷା ହେବ । ଏନେଇ ଆଜି କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । କେନ୍ଦ୍ର ସରକାର ଜାତୀୟ ନିଯୁକ୍ତ ସଂସ୍ଥା…

ନିୟମ ଭାଙ୍ଗିଲେ ୧ଲକ୍ଷ ଟଙ୍କା ଯାଏଁ ଜରିମାନା !

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବଡ ନିଷ୍ପତି ନେଇଛନ୍ତି । ଏଣିକି କୋଭିଡ ନିୟମ ନମାନିଲେ ଆଉ ନିସ୍ତାର ନାହିଁ । ନିୟମ ଉଲ୍ଲଂଘନକାରୀଙ୍କୁ ପଡିପାରେ ମହଙ୍ଗା । କରୋନା କଟକଣା ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ହେବ । ମହାମାରୀ ଆଇନରେ ସଂଶୋଧନ କରି ୧ଲକ୍ଷ…

ବଦଳିବ ଦେଶର ଶିକ୍ଷା ଢ଼ାଞ୍ଚା, ୨ ପ୍ରକାରର ହେବ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ୩୪ ବର୍ଷ ପରେ ବଦଳିଲା ଦେଶର ଶିକ୍ଷା ନୀତି । ନୂଆ ଶିକ୍ଷାନୀତିକୁ କ୍ୟାବିନେଟ ମଂଜୁରୀ ମିଳିଛି । ୧୦ଟି ଉଚ୍ଚଶିକ୍ଷା ବିଭାଗ ଓ ବିଦ୍ୟାଳୟ ର ୧୭ଟି ଶିକ୍ଷାନୀତି ପରିବର୍ତନ କରାଯାଇଛି । ଶିକ୍ଷାକ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର କରାଯିବ । ଏନେଇ କେନ୍ଦ୍ର ସରକାରଙ୍କ…

ଗରିବ ଓ ଦିନ ମଜୁରିଆଙ୍କୁ ଘର ଯୋଗାଇବେ ସରକାର

ନୂଆଦିଲ୍ଲୀ: ସହରରେ ରହୁଥିବା ଗରିବ ଓ ପ୍ରବସୀଙ୍କ ପାଇଁ ମୋଦୀ ସରକାର ବଡ ଘୋଷଣା କରିଛନ୍ତି । ସୁଲଭ ମୂଲ୍ୟରେ ସହରରେ ରହୁଥିବା ଗରିବ ଦିନ ମଜୁରିଆ ଓ ପ୍ରବାସୀଙ୍କ ପାଇଁ ସରକାର ଘର ଯୋଗାଇ ଦେବେ । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ଓ…

କେନ୍ଦ୍ରୀୟ ତାଲିକାରେ ଅନ୍ୟାନ୍ୟ ପଛୁଆ ବର୍ଗର ଉପବର୍ଗୀକରଣ ପ୍ରସଙ୍ଗ: ଗଠିତ ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧିକୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନ୍ୟାନ୍ୟ ପଛୁଆବର୍ଗ (ଓବିସି)ଙ୍କ ଉପବର୍ଗୀକରଣ ପ୍ରସଙ୍ଗର ଅନୁଧ୍ୟାନ ଲାଗି ଗଠିତ ଆୟୋଗଙ୍କ କାର୍ଯ୍ୟକାଳ ୬ ମାସ ବା  ୨୦୨୧ ଜାନୁଆରୀ ୩୧ ପର୍ଯ୍ୟନ୍ତ ବଢ଼ାଇବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି।…

କୃଷକଙ୍କ ପାଇଁ ‘ଗୋଟିଏ ଦେଶ ଗୋଟିଏ ବଜାର’

ନୂଆଦିଲ୍ଲୀ: ଆଜି ପୁଣିଥରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଦୁଇଟି ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି । ଏବେ କୃଷକ ନିଜ ଫସଲକୁ ସିଧା ବିକ୍ରି କରି ପାରିବେ । ଦେଶରେ କୃଷକଙ୍କ ପାଇଁ ଗୋଟିଏ ଦେଶ,ଗୋଟିଏ ବଜାର ବ୍ୟବସ୍ଥା ରହିବ । ଏହା ଦ୍ୱାରା କୃଷକ ଦେଶର ଯେକୌଣସି…

ବଢ଼ିଲା ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ମୋଦୀ ସରକାର ବଡ ଘୋଷଣା କରିଛନ୍ତି । ୧୪ଟି ଖରିଫ ଫସଲର ମୂଲ୍ୟକୁ ଦେଢ଼ଗୁଣା ବୃଦ୍ଧି କରାଯାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କାକୁ ବୃଦ୍ଧି…

ଉଠା ଦୋକାନୀଙ୍କୁ ୧୦ ହଜାର ଟଙ୍କା ଋଣ, ୭% ସୁଧ ଛାଡ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକ ବସିଥିଲା । ଏଥିରେ କେତକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଶିଳ୍ପ ସହ ରାସ୍ତାକଡ଼ରେ ବିକ୍ରି କରୁଥିବା ଦୋକାନୀ ଓ ଚାଷ ଉପରେ ନିଷ୍ପତ୍ତି ନିଆଯାଇଛି । ଏନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର…

ଶିଳ୍ପ ବିବାଦ ଆଇନ ୧୯୪୭ର ଧାରା ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାରଦିନ ନବୀନ ସରକାର ପଞ୍ଚମ ପାଳିର ପ୍ରଥମ ବର୍ଷ ପୂରଣ କରିଥିବା ବେଳେ ଏହି ଅବସରରେ ରାଜ୍ୟ ଲାଗି ୨୨ଟି ଗୁରୁତ୍ୱପୂର୍ଣ୍ଣ…