Latest Odisha News

BREAKING NEWS

Browsing Tag

canal

୧୦ ବର୍ଷ ବିତିଗଲା ଶୁଣିଲାନି ପ୍ରଶାସନ, ଶେଷରେ ଗ୍ରାମବାସୀ ପାଣି ମଡ଼ାଇବାକୁ ନିଜେ ଖୋଳିଲେ କେନାଲ

ରାୟଗଡ଼ା: କାହା ହାତରେ କୋଦାଳ ତ ଆଉ କାହା ହାତରେ ଶାବଳ । ଚାଷ ଜମିକୁ ଜଳ ସେଚନ ଲାଗି ଚାଲିଛି କେନାଲ ନିର୍ମାଣ । ହେଲେ କୌଣସି ସରକାରୀ ଯୋଜନାରେ ନୁହେଁ ବରଂ ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ଶ୍ରମ ଦାନ ତରି ତିଆରି କରୁଛନ୍ତି କେନାଲ୍ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ନୂଆଗାଁ…

ମରିଗଲା ମାନବିକତା: ସ୍ତ୍ରୀ ସାଙ୍ଗେ ଝଗଡ଼ା କରି ୪ ସନ୍ତାନଙ୍କୁ କେନାଲ ଭିତରେ ଫିଙ୍ଗିଦେଲେ ସ୍ବାମୀ

ଆଗ୍ରା: ମରିଗଲା ମାନବିକତା । ରାଗ ଆଗରେ ପର ହୋଇଗଲା ରକ୍ତର ସଂପର୍କ । ସ୍ତ୍ରୀ ସାଙ୍ଗେ ଝଗଡ଼ା କରି ୪ ସନ୍ତାନଙ୍କୁ କେନାଲ ଭିତରେ ଫିଙ୍ଗିଦେଲେ ସ୍ବାମୀ । ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲା ଅନ୍ତର୍ଗତ ସାହାୱାର ଥାନା ଅଧୀନ ଶେଖ୍ପୁର ହୁନ୍ଦାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍ତ୍ରୀ…

[ଭିଡିଓ] କେନାଲରେ ଭାସିଯାଉଥିଲେ ୪ ଯୁବକ, ଉଦ୍ଧାର କଲେ ସାହସୀ ପୋଲିସ କର୍ମୀ

ଭୁବନେଶ୍ୱର: ସାମ୍ନାକୁ ଆସିଲା ଛାତି ଥରାଇଦେଲା ଭଳି ଘଟଣା । ନିଜ ଜୀବନକୁ ବିପଦରେ ପକାଇ ୪ଜଣ ଯୁବକଙ୍କୁ ଉଦ୍ଧାର କଲେ ପୋଲିସ ଅଧିକାରୀ । ଏହି ସମସ୍ତ ଘଟଣା ମୋବାଇଲରେ କଏଦ ହୋଇଥିଲାବେଳେ ସୋସିଆଲ ମିଡିଆରେ ପୋଲିସ ଅଧିକାରୀଙ୍କୁ ଛୁଟିଛି ପ୍ରଶଂସାର ସୁଅ । ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର…