Latest Odisha News

BREAKING NEWS

Browsing Tag

Cancer Hospital

କ୍ୟାନସର ହସ୍ପିଟାଲରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଘେରିଲେ ଠିକା ପାରା-ମେଡିକାଲ୍ ଓ ନର୍ସିଂ ଷ୍ଟାଫ୍

କଟକ: ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଘେରି ଗଲେ ମେଡିକାଲ କର୍ମଚାରୀ । କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରକୁ ଯାଇଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଘେରି ଯାଇଥିଲେ ଠିକା ପାରା ମେଡିକାଲ୍ ଓ ନର୍ସିଂ ଷ୍ଟାଫ୍ । ଯାହାକୁ ନେଇ ସେଠାରେ ଅଭାବନୀୟ ସ୍ଥିତି ସୃଷ୍ଟି…

ଜଟଣୀରେ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଟଣୀରେ ହୋମି ଭାଭା କ୍ୟାନସଲ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ଲାଗି ଶିଳାନ୍ୟାସ କରିଛନ୍ତି । ନୂଆଦିଲ୍ଲୀର ପ୍ରଗତି ମୈଦାନରେ ୫୮୦୦ କୋଟି ଟଙ୍କାର ସାଇଣ୍ଟିଫିକ ଆଣ୍ଡ ଟେକ୍ନୋଲୋଜିକାଲ୍ ପ୍ରକଳ୍ପର ଲୋକାର୍ପଣ ଶିଳାନ୍ୟାସ କରିଛନ୍ତି ।…

କ୍ୟାନସର ହସ୍ପିଟାଲ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ସାଂସଦ ଅପରାଜିତା ଷଡଙ୍ଗୀ 

ଭୁବନେଶ୍ୱର : ଭୁବନେଶ୍ୱର NISER ଠାରେ ହେବାକୁ ଥିବା କ୍ୟାନସର ହସ୍ପିଟାଲ ନିର୍ମାଣ କାର୍ଯ୍ୟ କୁ ସମୀକ୍ଷା କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।  ଭୁବନେଶ୍ୱର ଲୋକସଭା ଅନ୍ତର୍ଗତ ଜଟଣୀ ଠାରେ NISER  କ୍ୟାମ୍ପସ ମଧ୍ୟରେ ୬୫୦କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେଉଛି ଟାଟା ମେମୋରିଆଲ…

ରାଜଧାନୀ ଉପକଣ୍ଠରେ କର୍କଟ ହସ୍ପିଟାଲ ପାଇଁ ବେଙ୍ଗାଳୁରୁରେ ଥିବା ଓଡିଆ ଦମ୍ପତି ଦେଲେ ୨୦୦ କୋଟି

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ନିର୍ମିତ ହେବାକୁ ଥିବା ୭୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା କ୍ୟାନସର ହସ୍ପିଟାଲ ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ବେଙ୍ଗାଳୁରୁରେ ରହୁଥିବା ଜଣେ ଓଡିଆ ଦମ୍ପତି । ଏହି ଦମ୍ପତି ଉଦ୍ୟୋଗୀ ଥିବା ଜଣାପଡିଛି । ଟାଇମ୍ସ ଅଫ୍ ଇଣ୍ଡିଆର…