ବାହାନଗା ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ରେଲୱେ ବୋର୍ଡର ସୁପାରିସ୍
ଭୁବନେଶ୍ୱର: କେମିତି, କାହା ପାଇଁ କରମଣ୍ଡଳ ଦୁର୍ଘଟଣାଗ୍ରସ୍ତ ହେଲା ? କାହା ଭୁଲ୍ ପାଇଁ ୨୭୫ ଜଣଙ୍କ ଜୀବନ ଗଲା ? ଏସବୁର ତଦନ୍ତ ପାଇଁ ରେଲୱେ ବୋର୍ଡ ସିବିଆଇ ତଦନ୍ତ ସୁପାରିସ୍ କରିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ରେଳମନ୍ତ୍ରୀ କହିଛନ୍ତି,…