Latest Odisha News

BREAKING NEWS

Browsing Tag

cbse board exam

ଆଜିଠୁ ସିବିଏସଇ ଦଶମ ପରୀକ୍ଷା,୧୦ଟାରେ ଆରମ୍ଭ ହୋଇ୧ଟାରେ ହେବ ଶେଷ

ଭୁବନେଶ୍ବର : ଆଜିଠୁ ସିବିଏସଇ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି । ସକାଳ ୯ଟାରୁ ୧୦ଟା ମଧ୍ୟରେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ । ୧୦ଟାରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାଖାତା ବଣ୍ଟନ କରାଯିବାକୁ ଥିବାବେଳେ ୧୦.୧୫ ମିନିଟରେ ପ୍ରଶ୍ନପତ୍ର ବଣ୍ଟନ ହେବ।…

ଜୁଲାଇରେ ହୋଇପାରେ ସିବିଏସ୍ଇ ବୋର୍ଡ ପରୀକ୍ଷା; ଜୁନ୍‌ ୧ରେ ଆସିବ ପରୀକ୍ଷା ଫର୍ମାଟ୍‌

ନୂଆଦିଳ୍ଲୀ: ୨୦୨୧ ବର୍ଷ ସିବିଏସ୍ଇ ବୋର୍ଡ ପରୀକ୍ଷା ବାତିଲ୍‌ ହେବ ନାହିଁ ଏବଂ କୋଭିଡ୍ ପ୍ରୋଟୋକଲ୍ ମଧ୍ୟରେ ଆସନ୍ତା ଜୁଲାଇରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂତ୍ରରୁ ପ୍ରକାଶ। ଆଜି କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଚାଲିଥିବା ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।…

ଲକଡାଉନ୍ କଟକଣାରୁ ମୁକ୍ତ ହେଲା ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ଲକଡାଉନ୍ କଟକଣାରୁ ମୁକ୍ତ ହେଲା ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା । ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଛାତ୍ରଛାତ୍ରୀମାଙ୍କ ସାମଗ୍ରୀକ ସ୍ବାର୍ଥକୁ ନଜରରେ ରଖି ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି ।…

ବାକିଥିବା ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ନିଜ ସ୍କୁଲରେ ଦେବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ :ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକିଥିବା ପରୀକ୍ଷା ଛାତ୍ରଛାତ୍ରୀ ପଢୁଥିବା ସ୍କୁଲରେ ଦେବେ । ନିଜ ସ୍କୁଲରେ ପରୀକ୍ଷା ଦେବା ଦ୍ୱାରା ସେମାନଙ୍କୁ ବେଶୀ ଦୂର ଯିବାକୁ ପଡିବ ନାହିଁ । ସାମାଜିକ ଦୂରତ୍ୱ ନିୟମକୁୁ କଡାକଡି ଭାବେ ପାଳନ ହୋଇପାରିବ ବୋଲି ସୂଚନା ଦେଇଛନ୍ତି ମାନବ…

ବୋର୍ଡ ପରୀକ୍ଷା ପାଇଁ ପ୍ରଶ୍ନପତ୍ରରେ ସୁଧାର ଆଣିଲା ସିବିଏସଇ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ(ସିବିଏସଇ) ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଉପରେ ଅତିରିକ୍ତ ଚାପ ନଦେବା ପାଇଁ ଏହାର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ରରେ ସୁଧାର ଆଣିଛି । ଆସନ୍ତା ୨୦୨୦ରେ ହେବାକୁ ଥିବା ଦଶମ ଶ୍ରେଣୀ ପରୀକ୍ଷାରେ ଦୀର୍ଘଉତ୍ତର ମୂଳକ…