Latest Odisha News

BREAKING NEWS

Browsing Tag

CBSE Results

CBSE ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ପାସହାର ୯୨.୭୧ %

ନୂଆଦିଲ୍ଲୀ: ସିବିଏସ୍ଇ ବୋର୍ଡ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ଥର ମଧ୍ୟ ଛାତ୍ରଙ୍କ ଅପେକ୍ଷା ଛାତ୍ରୀ ଭଲ ପ୍ରଦର୍ଶନ କରିଛନ୍ତି । ପରୀକ୍ଷାରେ ୯୪.୫୪ ପ୍ରତିଶତ ଛାତ୍ରୀ ଏବଂ ୯୧.୨୫ ପ୍ରତିଶତ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି । ଜବାହର ନବୋଦୟ ବିଦ୍ୟାଳୟର ରେଜଲ୍ଟ ୯୮.୯୩ ପ୍ରତିଶତ…

ସିବିଏସ୍‌ଇ ଦ୍ୱାଦଶରେ ଭଲ ପ୍ରଦର୍ଶନ କରିଛନ୍ତି ରାଜଧାନୀର ଛାତ୍ରଛାତ୍ରୀ

ଭୁବନେଶ୍ୱର : ଗତକାଲି ପ୍ରକାଶ ପାଇଥିବା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟରେ ଭଲ ପ୍ରଦର୍ଶନ କରିଛନ୍ତି ରାଜଧାନୀର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ । ସାଇ ଇଣ୍ଟରନ୍ୟାସନାଲ, କିଟ୍ ଇଣ୍ଟର ନ୍ୟାସନାଲ, ବିଜେଇଏମ୍ ଓ ଡିଏଭି ପୋଖରୀପୁଟ ସମେତ ଅନେକ ସ୍କୁଲରେ ପାସ୍ ହାର ଶହେ ପ୍ରତିଶତ ରହିଛି ।…

ରେଜଲ୍ଟ ବାହାରିବାର ତିନି ଘଣ୍ଟା ପରେ ବି ଖୋଲୁନି ସିବିଏସ୍‌ଇ ୱେବସାଇଟ୍‌, ଟେନ୍‌ସନ୍‌ରେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସିବିଏସ୍‌ଇ ପକ୍ଷରୁ ଆଜି ପ୍ରକାଶ ପାଇଛି ଦ୍ୱାଦଶ ଶ୍ରେଣୀ ରେଜଲ୍ଟ । କିନ୍ତୁ ରେଜଲ୍ଟ ବାହାରିବାର ଦୁଇ ଘଣ୍ଟା ବିତିଯାଇଥିଲେ ବି ୱେବସାଇଟ ଖୋଲୁନାହିଁ । ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିନ୍ତା ଓ ଚାପ ବଢିବାରେ ଲାଗିଛିି । ଏ ନେଇ ଡିପିଏସ୍ ସ୍କୁଲର ବିଦ୍ୟା କହିଛନ୍ତି ଯେ,…