Latest Odisha News

BREAKING NEWS

Browsing Tag

CEC

ଓଡ଼ିଶା ଆସିବେ ମୁଖ୍ଯ ନିର୍ବାଚନ କମିଶନରଙ୍କ ୮ ଜଣିଆ ଟିମ୍ 

ଭୁବନେଶ୍ୱର:ନିର୍ବାଚନୀ ଋତୁ ପାଖେଇଲାଣି। ଆଗମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଯେତେବଳେ ସମସ୍ତ ରାଜନୈତକ ଦଳ ଅଣ୍ଟା ଭିଡ଼ିଲେଣି। ସେଠି ନିର୍ବାଚନକୁ କିପରି ଶାନ୍ତି ଶୃଙ୍ଖଳିତ ରୂପେ ପରିଚାଳନା କରାଯିବ ସେନେଇ ନିର୍ବାଚନ କମିଶନ ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି। ଆସନ୍ତା ୧୫ ତାରିଖରେ…

ଏପ୍ରିଲ ୧୬ରେ ହେବନି ଲୋକସଭା ନିର୍ବାଚନ, ସିଇସିଙ୍କ ସୂଚନା

ନୂଆଦିଲ୍ଲୀ: ପାଖେଇ ଆସୁଛି ଦିନ। କେବେ ବାଜିବ ନିର୍ବାଚନୀ ବିଗୁଲ୍? ୨୪ ଲୋକସଭା ନିର୍ବାଚନ କେବେ ହେବ ସେ ନେଇ ଚର୍ଚ୍ଚା ହେଉଥିବା ବେଳେ ଏପ୍ରିଲ ୧୬ରେ ଲୋକସଭା ନିର୍ବାଚନ ହେବ ବୋଲି ସୋସିଆଲ ମିଡିଆରେ ଏ କଥା ବେଶ ଭାଇରାଲ ହେଉଥିଲା। ଯାହାକୁ ଖଣ୍ଡନ କରିଛନ୍ତି ମୁଖ୍ୟ ନିର୍ବାଚନ କମଶନ।…

ଝାରସୁଗୁଡା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍, ମେ’ ୧୦ରେ ଭୋଟ୍ ଓ ମେ’ ୧୩ରେ ଗଣତି

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ ଆୟୋଗ ଆଜି ଉପନିର୍ବାଚନ ନେଇ ତାରିଖ ଘୋଷଣା ସହ ଝାରସୁଗୁଡା ଉପନିର୍ବାଚନ ପାଇଁ ବାଜିଛି ଇଲେକସନ୍ ବିଗୁଲ । ଉପ-ନିର୍ବାଚନ ନେଇ ବୁଧବାର ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ସିଇସିଙ୍କ ଘୋଷଣା ଅନୁସାରେ ଏପ୍ରିଲ ୧୩ ତାରିଖରେ…

ମହାସାଗରରେ ଦୀର୍ଘ ୧୧ ଦିନ ଧରି ଘୂର୍ଣ୍ଣୟମାନ ଅବସ୍ଥାରେ ଥିଲା ବାତ୍ୟା ‘ଫନି’

ଭୁବନେଶ୍ୱର : ଅତି ଭୟଙ୍କର ଘୂର୍ଣ୍ଣିବାତ୍ୟା ‘ଫନି’ ଗତ ମେ’ ୩ ତାରିଖରେ ଉପକୂଳ ଓଡ଼ିଶାକୁ ଏକପ୍ରକାର ଧ୍ୱସ୍ତବିଧ୍ୱସ୍ତ କରିଦେଇଛି । ଏକ ଲଘୁଚାପ ଭାବେ ସୃଷ୍ଟି ହେବା ପରେ ସବୁଠାରୁ ଅଧିକ ସମୟ ଧରି ତିଷ୍ଠି ରହିଥିବା ବାତ୍ୟା ହେଉଛି ଫନି । ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି…

ଏପ୍ରିଲ୍ ୧୬ରୁ ହ୍ରାସ ପାଇବ ଖରାର ପ୍ରକୋପ

ଭୁବନେଶ୍ୱର : ସାମୁଦ୍ରିକ ପବନର ଗତି ବଢ଼ିବା ଯୋଗୁଁ ତଥା ପବନର ଦିଗର ପରିବର୍ତନ ଫଳରେ ଓଡ଼ିଶାରେ ଖରାର ପ୍ରକୋପ ଏପ୍ରିଲ୍ ୧୬ ତାରିଖ ଠାରୁ କମିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗତ କିଛି ଦିନ ଧରି…