Latest Odisha News

BREAKING NEWS

Browsing Tag

central govt

ସ୍ୱଳ୍ପ ସଞ୍ଚୟ ଖାତାରେ ସୁଧ ହାର ବଢିଲା: କେଉଁ ଖାତାକୁ କେତେ ସୁଧ ଜାଣନ୍ତୁ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସ୍ୱଳ୍ପ ସଞ୍ଚୟ ଯୋଜନାରେ ସୁଧ ହାର ବୃଦ୍ଧି କରିଛନ୍ତି । ଜାନୁଆରୀ ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏସବୁ ଖାତାରେ ସୁଧ ବଢିବ । ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଖାତା ପାଇଁ ଭିନ୍ନ ଭିନ୍ନ ସୁଧ ହାର ଧାର୍ଯ୍ୟ ହୋଇଛି । ୨୦ରୁ ୧୧୦ବେସିସ୍ ପଏଣ୍ଟ ପର୍ଯ୍ୟନ୍ତ ବର୍ଦ୍ଧିତ…

ଡିଜିଟାଲ୍ ମିଡିଆ ପାଇଁ ବିଲ୍ ଆଣିବେ ସରକାର

ନୂଆଦିଲ୍ଲୀ: ଡିଜିଟାଲ୍ ମିଡିଆ ନ୍ୟୁଜ୍ ପ୍ଲାଟଫର୍ମକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସରକାର ସଂସଦରେ ଏକ ବିଲ୍ ଆଣିବାକୁ ଯାଉଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଥିରେ ନ୍ୟୁଜ୍ ପୋର୍ଟାଲର ପଞ୍ଜିକରଣ କରାଯିବ । ଦି ରେଜିଷ୍ଟ୍ରେସନ ଅଫ୍ ପ୍ରେସ୍…

ବଢ଼ିଲା ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖରିଫ ଫସଲର ଏମଏସପି ମୂଲ୍ୟ ବଢ଼ାଇଛନ୍ତି ।  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ୨୦୨୨-୨୩ ବିପଣନ ଋତୁ ପାଇଁ ସମସ୍ତ ଅଧିସୂଚିତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)…

କେନ୍ଦ୍ରର ଟିକା ପ୍ଲାନ: ଅଗଷ୍ଟରୁ ଡିସେମ୍ବରରେ ମିଳିବ ୧୩୫ କୋଟି ଡୋଜ୍, ମେ’ ଆକଳନ ଅପେକ୍ଷା ୮୧ କୋଟି କମ୍

ନୂଆଦିଲ୍ଲୀ: ଦେଶରେ ଅଗଷ୍ଟରୁ ଡିସେମ୍ବର ଭିତରେ ୧୩୫ କୋଟି ଡୋଜ୍ ଟିକା ଉପଲବ୍ଧ ହେବ । ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସରକାର । ଏଥିରେ କୋଭିସିଲ୍ଡର ୫୦ କୋଟି, କୋଭାକ୍ସିନର ୪୦ କୋଟି, ବାୟୋ ଇ ସବ୍ ୟୁନିଟ୍ ଭ୍ୟାକସିନର ୩୦କୋଟି, ଯାଇଡସ୍…

ଜୁନ୍ ୨୦ରୁ ଦିଲ୍ଲୀରେ ପ୍ରତିଦିନ ହେବ ୧୮୦୦୦ କରୋନା ଟେଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ଉଗ୍ର ହେଉଛି କରୋନା । ଏଠାରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି । ତେବେ ଦିଲ୍ଲୀରେ କରୋନା ମୁକାବିଲା ପାଇଁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତା ଶାହାଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କରୋନା ମୁକାବିଲା ପାଇଁ ଉଭୟ…

କେନ୍ଦ୍ର ଓ ରାଜ୍ୟରେ ଚାଲିଛି ପ୍ରଚାର, ପ୍ରତିଶ୍ରୁତି ଓ ପ୍ରତାରଣାର ସରକାର: ନିରଞ୍ଜନ

ଭୁବନେଶ୍ୱର: ଏବେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଚାଲିଛି ‘ଥ୍ରୀ-ପି’ ଅର୍ଥାତ ପ୍ରଚାର, ପ୍ରତିଶ୍ରୁତି ଓ ପ୍ରଚାରଣାର ସରକାର । କଂଗ୍ରେସ ପକ୍ଷରୁ ଅଜି ସ୍ପିକ୍‌-ଅପ୍‌-ଇଣ୍ଡିଆ ଆରମ୍ଭ ଅବସରରେ ଏଭଳି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, କରୋନା ସମୟରେ ଉଭୟ ବିଜେପି ଓ…