Latest Odisha News
Browsing Tag

Chandrabhaga

[ଦେଖନ୍ତୁ ଭିଡିଓ] କୋଭିଡ କଟକଣାରେ ମାଘ ସପ୍ତମୀ ବୁଡ

କୋଣାର୍କ: ପବିତ୍ର ମାଘସପ୍ତମୀରେ ଖାଖାଁ ଚନ୍ଦ୍ରଭାଗା ବେଳାଭୂମି । କୋଭିଡ ପାଇଁ ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇବାରୁ ନେଇ ସୂର୍ଯ୍ୟ ଦର୍ଶନ ଉପରେ ଲାଗିଥିଲା କଟକଣା । ବର୍ଷକୁ ଥରେ ଆସୁଥିବା ଏହି ସୁଯୋଗକୁ ହାତଛଡା କରିଛନ୍ତି ଶ୍ରଦ୍ଧାଳୁ । ଯେଉଁଠି ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାନ୍ତି ସେଠି…

ଆଜି ପବିତ୍ର ମାଘ ସପ୍ତମୀ: ବିନା ଭକ୍ତରେ ହେଲା ଚନ୍ଦ୍ରଭାଗା ବୁଡ଼

କୋଣାର୍କ(ପୁରୀ): ଆଜି ପବିତ୍ର ମାଘ ସପ୍ତମୀ । ଏବର୍ଷ କରୋନା କଟକଣା ଭିତରେ ଚନ୍ଦ୍ରଭାଗାରେ ଅନୁଷ୍ଠିତ ହେଉଛି ମାଘମେଳା । ଚନ୍ଦ୍ରଭାଗାରେ ମାଘ ବୁଡ଼ ପକାଇବାରୁ ଏଥର ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । କୋଭିଡ୍ କଟକଣା ଭିତରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ଚନ୍ଦ୍ରଭାଗା ବୁଡ଼ । ପରମ୍ପରା…

ମାଘମେଳା ନିମନ୍ତେ ଚନ୍ଦ୍ରଭାଗା ମେଳା ପଡ଼ିଆରେ ୧୪୪ ଧାରା ଜାରି

ପୁରୀ: ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ଚନ୍ଦ୍ରଭାଗା ମେଳା ଅନୁଷ୍ଠିତ ହେବ । ଜନ ସମାଗମରୁ କରୋନା ବ୍ୟାପିବାର ଆଶଙ୍କା ଥିବାରୁ କୋଣାର୍କ ଥାନା ଅଧିନସ୍ଥ ଚନ୍ଦ୍ରଭାଗା ମେଳା ପଡ଼ିଆରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ୧୮ ତାରିଖ ଦିନ ୧୧ଟାରୁ ୧୯ ତାରିଖ ଦିନ ଗୋଟାଏ ପର୍ଯ୍ୟନ୍ତ ଏହି…

ଚନ୍ଦ୍ରଭାଗାରେ ବୁଡି ଯାଉଥିଲେ ମହିଳା ପର୍ଯ୍ୟଟକ, ଉଦ୍ଧାର କଲେ ଫଟୋଗ୍ରାଫର

କୋଣାର୍କ: କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ବୁଡି ଯାଉଥିବା ଜଣେ ମହିଳା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଫଟୋଗ୍ରାଫର୍ । ମିଳିଥିବା ସୂଚନାନୁଯାୟୀ ଆନ୍ଧ୍ରପ୍ରଦେଶର ଜଣେ ମହିଳା ପର୍ଯ୍ୟଟକ ଚନ୍ଦ୍ରଭାଗାରେ ଗାଧୋଉଥିବା ବେଳେ ଅଚାନକ ଉଚ୍ଚ ଢେଉ ଆସିବାରୁ ଦୁର୍ଭାଗ୍ୟବଶତଃ ସେ ଗଭୀର ଜଳରେ…