Latest Odisha News

BREAKING NEWS

Browsing Tag

Cheetah

କୁନୋ ନ୍ୟାସନାଲ ପାର୍କରେ ଚିତା ଲଢେଇ; ମୁହାଁମୁହିଁ ହେଲେ ନାମିବ୍ୟା ଓ ଆଫ୍ରିକା ଚିତା

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କର ମୁକ୍ତ ଜଙ୍ଗଲରେ ବୁଲୁଥିବା ଚିତାଙ୍କ ମଧ୍ୟରେ ଘମାଘମ୍ ଲଢ଼େଇ । ମୁହାଁମୁହିଁ ହୋଇଥିଲେ ନାମିବ୍ୟା ଓ ଦକ୍ଷିଣ ଆଫ୍ରିକା ଚିତା ଦଳ। ଦୁଇ ଚିତା ଦଳ ଲଢେଇରେ ଗାେଟିଏ ଚିତା ଆହତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ପାର୍କର ଜଣେ ଅଧିକାରୀ ।…

କୁନୋ ନ୍ୟାସନାଲ୍ ପାର୍କରେ ଆଖି ବୁଜିଲା ଦକ୍ଷିଣ ଆଫ୍ରିକାରୁ ଆସିଥିବା ଆଉ ଏକ ଚିତା

ଭୋପାଳ: ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ୍ ପାର୍କରେ ଆଉ ଏକ ଚିତାର ମୃତ୍ୟୁ ହୋଇଛି । ଚିତାଙ୍କ ମଧ୍ୟରେ ଲଢେଇରେ ଜୀବନ ହାରିଛି ଚିତା ‘ଦକ୍ଷା’ ଆଖି ବୁଜିଛି । ଦକ୍ଷିଣ ଆଫ୍ରିକାର ନାମିବିଆରୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ଏଯାବତ୍ ୩ ଜଣଙ୍କ ମୃତ୍ୟୁ ହେଲାଣି । ଗତମାସରେ କୁନୋ ଜାତୀୟ…

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବେ ଶତାଧିକ ଚିତା

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବେ ଶତାଧିକ ଚିତା । ଏଥିଲାଗି  ରାଜିନାମା ବା ବିବୃତି ଜାରି ହୋଇଥିବା ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରାଳୟ ଗୁରୁବାର କହିଛି । କେବଳ ଏତିକି ନୁହେଁ  ପରିବେଶ ମନ୍ତ୍ରାଳୟ  ଆହୁରି କହିଛି ଯେ, ଗତବର୍ଷ ସେପ୍ଟେମ୍ବର ମାସରେ ନାମିବ୍ୟାରୁ ୮ ଚିତା…

ଚିତା ବାଘ ପ୍ରକଳ୍ପ ସଂରକ୍ଷଣ ପାଇଁ ଭାରତ-ନାମିବିଆ ମଧ୍ୟରେ ଏମଓୟୁ

ନୂଆଦିଲ୍ଲୀ: ଭାରତ ସରକାର ଏବଂ ନାମିବିୟା ସରକାରଙ୍କ ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ବିଶେଷତଃ ଚିତା ବାଘ ସଂରକ୍ଷଣକୁ ଗୁରୁତ୍ୱ ଦେଇ ଏକ ଏମଓୟୁ ସ୍ୱାକ୍ଷର ହୋଇଛି । ଦୀର୍ଘସ୍ଥାୟୀ ଜୈବବିବିଧତାର ଉପଯୋଗ କ୍ଷେତ୍ରରେ ସହଯୋଗ ପାଇଁ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି । ଏହି…