କର୍ମ ଫଳ
ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’
ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଲେ - "କର୍ମଣ୍ୟେବାଧିକାରସ୍ତୁ ମା ଫଳେଷୁ ... ଅର୍ଥାତ୍ କର୍ମ କରି ଚାଲ ଫଳ ପଛରେ ଆସୁଛି । ଆମେ ଆମର କର୍ମ ଅନୁସାରେ ଫଳ ଭୋଗ କରୁଛେ । ସେ ସତ୍ କର୍ମ ହେଲେ ସତ୍ ଫଳ, ଅସତ୍ କର୍ମ ହେଲେ ଅସତ୍ ଫଳ ।…