Latest Odisha News

BREAKING NEWS

Browsing Tag

chhatisgarh politics

‘ଇଡି’କୁ ସୁପ୍ରିମକୋର୍ଟ ଝଟକା, ବିରୋଧୀ କହୁଥିଲେ ସୁପ୍ରିମକୋର୍ଟ ଚେତାବନୀ ଦେଲେ

ଭୁବନେଶ୍ୱର: ଦେଶରେ ଅଣବିଜେପି ଶାସିତ ରାଜ୍ୟଗୁଡିକରେ ସିବିଆଇ ଓ ଇଡିର ଉଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ସବୁବେଳେ ଅଭିଯୋଗ ହୋଇଆସିଛି। ବିରୋଧୀଙ୍କୁ ଦମନ କରିବା ପାଇଁ ବିଜେପି ସିବିଆଇ ଇଡି ଆଦି ସଂସ୍ଥାକୁ ଅସ୍ତ୍ର କରିଥିବା କେବେଠୁ ବିରୋଧୀ ଅଭିଯୋଗ କରି ଆସୁଛନ୍ତି। ଆଗକୁ ନିର୍ବାଚନ…

‘ଛତିଶଗଡ଼ ରାଜନୀତି’, ନନ୍ଦଙ୍କୁ ହରେଇ ବିଳିବିଳଉଛି ବିଜେପି !

ଭୁବନେଶ୍ୱର: ଛତିଶଗଡ଼ରେ ନିର୍ବାଚନ ପାଖେଇ ଆସୁଥିବାରୁ ଦଳବଦଳ ଓ ଆକ୍ଷେପ ପ୍ରତିଆକ୍ଷେପ ପର୍ବ ତୀଵ୍ର ହେଲାଣି। ବିଜେପିର ଟାଣୁଆ ନେତା ତଥା ପ୍ରମୁଖ ଆଦିବାସୀ ଚେହେରା ନନ୍ଦ କୁମାର ସାଏ କଂଗ୍ରେସରେ ମିଶିବା ପରେ ରାଜ୍ୟର ରାଜନୈତିକ ଚିତ୍ର ବଦଳୁଥିବା କୁହାଯାଉଛି। ଏହା ବିଜେପିକୁ…

ଛତିଶଗଡ଼ରେ ହାତ ମୋଡ଼ିଦେବ ଝାଡୁ !

ଭୁବନେଶ୍ୱର: ବଦଳୁଛି କଂଗ୍ରେସର ନିର୍ବାଚନ ଲଢ଼ିବା ଷ୍ଟାଇଲ। ପାରମ୍ପରିକ ଢାଞ୍ଚା ଛାଡି ଅତ୍ୟାଧୁନିକ ଶୈଳୀ ଆପଣାଉଛି ଦଳ। ଏମିତି କିଛି ଚର୍ଚ୍ଚା ଏବେ ଜୋର ଧରିଛି। ଆଗକୁ ହେବାକୁ ଥିବା ବିଭିନ୍ନ ରାଜ୍ୟର ନିର୍ବାଚନରେ ଦଳ ନିଜର ସର୍ଭେ କରିବା ସହ ଏହି ଆଧାରରେ ଟିକେଟ ଦେବାକୁ ନିଷ୍ପତ୍ତି…

‘ଛତିଶଗଡ଼ ରାଜନୀତି’, ବିଜେପି ଛାଡି ହାତ ଧରିଲେ ନନ୍ଦ

ଭୁବନେଶ୍ୱର: ଛତିଶଗଡ଼ ନିର୍ବାଚନ ପାଖେଇ ଆସୁଥିବା ବେଳେ ଛତିଶଗଡ଼ରେ ବିଜେପିକୁ ବଡ଼ ଝଟକା ଲାଗିଛି। ଛତିଶଗଡ଼ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ନନ୍ଦ କୁମାର ସାଏ ବିଜେପି ଛାଡି କଂଗ୍ରେସରେ ମିଶିଛନ୍ତି। ନନ୍ଦ କୁମାର ବିଜେପିର ପ୍ରମୁଖ ସଂଗଠନ ଦାୟିତ୍ୱ ସହ ବିଜେପିର ଟାଣୁଆ…