Latest Odisha News

BREAKING NEWS

Browsing Tag

chhatisgarh politics

କେଉଁଠି ବନ୍ଧୁ ତ କେଉଁଠି ଶତ୍ରୁ, ଛତିଶଗଡ଼ରେ ହାତ ଭାଙ୍ଗିଦେଵ ଝାଡୁ!

ଭୁବନେଶ୍ୱର: ଗୋଟିଏ ପଟେ ମିଳନର କଥା ଅନ୍ୟପଟେ ଲଢ଼େଇର ଯୋଜନା। ନିର୍ବାଚନ ପାଖେଇ ଆସୁଥିବାରୁ ବିରୋଧୀ ଇଣ୍ଡିଆ ମଧ୍ୟରେ ଏମିତି କିଛି ଲଢେଇ ମଧ୍ୟ ଦେଖିବାକୁ ମିଳୁଛି। ମୋଦିଙ୍କ ନେତୃତ୍ୱରେ ଶାସନରେ ଥିବା ଏନଡିଏକୁ ହଟାଇବା ପାଇଁ ବିରୋଧୀ ମେଣ୍ଟ ଇଣ୍ଡିଆର ବିରୋଧୀ ଏକାଠି ହୋଇଛନ୍ତି। ସେପଟେ…

ମୋଦିଙ୍କୁ ମହଙ୍ଗା ପଡିବ ଛତିଶଗଡ ମନ୍ତବ୍ୟ !

ଭୁବନେଶ୍ୱର: ମଣିପୁର ହିଂସା ସମ୍ପର୍କିତ ମନ୍ତବ୍ୟରେ ଛତିଶଗଡ଼କୁ ଯୋଡିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ। ମଣିପୁର ହିଂସାକାଣ୍ଡ ଘଟଣା ସହ ଛତିଶଗଡ଼ର ଆଇନଶୃଙ୍ଖଳା ସ୍ଥିତିକୁ ତୁଳନା କରି ମୋଦି ଛତିଶଗଡ଼କୁ ବଦନାମ କରିବାକୁ ଚେଷ୍ଟା…

‘ଛତିଶଗଡ଼ ରାଜନୀତି’, ପିସିସି ସଭାପତିରୁ ବିଦା ହେଲେ, ମନ୍ତ୍ରୀ ଭାବେ ଏଣ୍ଟ୍ରି ମାରିଲେ ମୋହନ

ଭୁବନେଶ୍ୱର: ଛତିଶଗଡ଼ରେ କଂଗ୍ରେସ ପ୍ରତିଦିନ ନୂଆ ନୂଆ ଏକ୍ସପେରିମେଣ୍ଟ କରୁଛି। ଟି ଏସ ସିଂଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେବା ହେଉ କିମ୍ବା ଦୀପକ ବୈଜଙ୍କୁ ନୂଆ ପିସିସି ସଭାପତି କରିବା। ନିର୍ବାଚନ ପୂର୍ବରୁ କଂଗ୍ରେସ ଛତିଶଗଡ଼ରେ ଏମିତି ଅନେକ ପରିବର୍ତ୍ତନ କରିଛି। ଏହି କ୍ରମରେ…

କଂଗ୍ରେସର ନୂଆ ଫଣ୍ଡା, ଦଳ ଭିତରେ ଲଢ଼ନି, ବିଜେପିକୁ ସଫା କର!

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛତିଶଗଡ଼ରେ ଦଳୀୟ ସଙ୍ଗଠନକୁ ସଜାଡ଼ିଛି। ଦଳୀୟ କନ୍ଦଳ ଏବେ ପ୍ରମୁଖ ରାଜନୈତିକ ଦଳଗୁଡିକ ପାଇଁ ମୁଣ୍ଡବ୍ୟଥାର କାରଣ ହେଉଥିବା ବେଳେ ନିର୍ବାଚନ ପୂର୍ବରୁ କଂଗ୍ରେସ ଏହା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଛି। ହିମାଚଳ ଓ କର୍ଣ୍ଣାଟକରେ ଏହି…

ଏବେ ସିଂଦେଓଙ୍କୁ ଲଲିପପ, ଜିତିଲେ ହଟିବେ ବଘେଲ !

ଭୁବନେଶ୍ୱର: ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ ଦିନଠାରୁ ଲାଗି ରହିଥିବା ସମସ୍ୟା କିଛି ପରିମାଣରେ ସମାଧାନ ହୋଇଛି। ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ଗୋଷ୍ଠୀକୁ ସନ୍ତୁଷ୍ଟ କରିବା ପାଇଁ ପଦକ୍ଷେପ ନେଇଛି କେନ୍ଦ୍ରୀୟ ନେତୃତ୍ୱ। ଛତିଶଗଡ଼ରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଭାବେ ଅନ୍ୟତମ…

ବଘେଲଙ୍କ ବାଣରେ ବିଜେପି ଘାଇଲା! ଶାହା ବଦଳାଇଲେ ରଣନୀତି

ଭୁବନେଶ୍ୱର: ଛତିଶଗଡ଼ରେ ଶାସନକୁ ବଜାୟ ରଖିବା ସହ ଲୋକସଭା କ୍ଷେତ୍ରରେ ଅଧିକରୁ ଅଧିକ ସିଟ ଜିତିବା ପାଇଁ ଶାସନରେ ଥିବା କଂଗ୍ରେସ ସବୁ ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ଦଳ ପକ୍ଷରୁ ସଂଭାଗୀୟ ସମ୍ମିଳନୀ ଆୟୋଜିତ ହେଉଥିବା ବେଳେ ବିଧାନସଭା ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।…

ଆସୁଛନ୍ତି ଅମିତ ଶାହା, ଚାଲିଛି ସର୍ଭେ, କଟିବ ଟିକେଟ!

ଭୁବନେଶ୍ୱର: ଛତିଶଗଡ଼ ନିର୍ବାଚନକୁ ଆଉ ମାତ୍ର ଅଳ୍ପ କେତେ ମାସ ବାକି ଅଛି। ରାଜ୍ୟର ରାଜନୈତିକ ସ୍ଥିତିକୁ ଦେଖିଲେ ସେଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେଇ ହେବ। କଂଗ୍ରେସ ଶାସନରେ ଥିବାବେଳେ ଶାସନ ବଜାୟ ରଖିବାକୁ ଦଳ ଉଦ୍ୟମ କରୁଛି। ତେଣୁ ଉଭୟ ଦଳ ପ୍ରଚାର ପ୍ରସାରକୁ ଜୋରଦାର କରୁଛନ୍ତି।…

ଛତିଶଗଡ଼ରେ ସରକାର ଭାଙ୍ଗିବାକୁ ଚାହୁଁଛି ବିଜେପି !

ଭୁବନେଶ୍ୱର: ଛତିଶଗଡ଼ ବିଧାନସଭା ନିର୍ବାଚନ ଆଉ ମାତ୍ର ଅଳ୍ପ କିଛି ମାସ ବାକି ଥିବାବେଳେ କଂଗ୍ରେସ ପୁଣିଥରେ ଶାସନକୁ ଫେରିବାକୁ ସବୁ ପ୍ରୟାସ କରୁଛି। ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ସହ ପ୍ରଚାର ପ୍ରସାରକୁ ମଧ୍ୟ ଜୋରଦାର କରାଯାଉଛି। ଏଭଳି ସ୍ଥିତିରେ ପୁଣିଥରେ ଦଳର ପୁରୁଣା ରୋଗ ମନେ…

ବଘେଲଙ୍କ ଗଣିତ ଭୁଲ କରିବାକୁ ଅଙ୍କ କଷୁଛନ୍ତି ଶାହା

ଭୁବନେଶ୍ୱର: ରାଜ୍ୟର ବିଧାନସଭା ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକି ଥିବାବେଳେ ଛତିଶଗଡ଼ରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ଉଭୟ କଂଗ୍ରେସ ଓ ବିଜେପି ନିଜ ନିଜର ରାଜନୈତିକ କାର୍ଯ୍ୟକ୍ରମକୁ ତୀଵ୍ର କରିଛନ୍ତି। କଂଗ୍ରେସ ପକ୍ଷରୁ ଅଵ କି ବାର ୭୫ ପାରର ନାରା ଦିଆଯାଇ ରାଜ୍ୟବ୍ୟାପୀ…

‘ବଘେଲଙ୍କ ପ୍ରଶ୍ନ’, ମୋଦି କଣ ରାଷ୍ଟ୍ରପତିଙ୍କ ହାତରେ ଉଦଘାଟନ କରିବାକୁ ଦେବେ?

ଭୁବନେଶ୍ୱର: ଦେଶର ନୂଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗ ଏବେ ଏକ ରାଜନୈତିକ ପ୍ରସଙ୍ଗରେ ପରିଣତ ହୋଇଛି। ଏପରିକି ଏହି ପ୍ରସଙ୍ଗକୁ କଂଗ୍ରେସ ଆଦିବାସୀଙ୍କ ପ୍ରତି ଅପମାନ ଓ ଅସମ୍ମାନର ଆଖ୍ୟା ଦେଇଛି। ରାଷ୍ଟ୍ରପତି ସଂସଦ ଭବନର ଉଦଘାଟନ କରିବା ପାଇଁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଲଗୁଡିକର…