Latest Odisha News

BREAKING NEWS

Browsing Tag

Child

ସରୋଗେସି ମାଧ୍ୟମରେ ଜନ୍ମିତ ଶିଶୁଙ୍କ ଉପରେ ଡୋନରଙ୍କ ଅଧିକାର ଅଛି କି, ଜାଣନ୍ତୁ କୋର୍ଟଙ୍କ ରାୟ

ମୁମ୍ବାଇ: ସରୋଗେସି ମାଧ୍ୟମରେ ଜନ୍ମ ହୋଇଥିବା ଶିଶୁ ଉପରେ ଡିମ୍ବାଣୁ ଦାତାଙ୍କର କୌଣସି ଆଇନଗତ ଅଧିକାର ନାହିଁ। ଡିମ୍ବାଣୁ କିମ୍ବା ଶୁକ୍ରାଣୁ ଦାତା, IVF ଚିକିତ୍ସା ମାଧ୍ୟମରେ ଜନ୍ମ ହୋଇଥିବା ଶିଶୁର ପିତାମାତା ଭାବେ ଅଧିକାର ଦାବି କରିପାରିବେ ନାହିଁ। ଏକ ମାମଲାର ଶୁଣାଣି କରି ଏପରି ରାୟ…

ଗର୍ଭାବସ୍ଥାରେ ମଦ୍ୟପାନ କରୁଛନ୍ତି କି ହୋଇଯାଆନ୍ତୁ ସାବଧାନ, ଶିଶୁର ମସ୍ତିସ୍କ ଉପରେ ପଡ଼ିପାରେ ପ୍ରଭାବ…

ନୂଆଦିଲ୍ଲୀ : ସମୟ ବଦଳିବା ସହ ଆମ ଜୀବନଶୈଳୀ ମଧ୍ୟ ବଦଳୁଛି । ସହରର ଚାକଚାକ୍ୟରେ ରହି ନିଜ ପରମ୍ପରା ଓ ସଂସ୍କୃତିକୁ ଭୁଲି ଯାଉଛନ୍ତି । ସମୟ ଥିଲା ମଦ୍ୟପାନ କେବଳ ପୁରୁଷ ମାନେ କରୁଥିଲେ କିନ୍ତୁ ଏବେ ମଦ୍ୟପାନ ଅଧିକାଂଶ ମହିଳା ମାନେ କରୁଥିବା ଦେଖିବାକୁ ମିଳିଛି  । ତେବେ ମହିଳା ମାନେ…

ଯୌନ ରାକ୍ଷସର ଉନ୍ମତ୍ତ କାଣ୍ଡ; ଚଳନ୍ତା ଗାଡ଼ିରୁ ଫୋପାଡ଼ିଦେଲା ୧୦ ମାସର ଶିଶୁ

ମୁମ୍ବାଇ : ହଜିଗଲା ମାନବିକତା । ନିଜ ଉଦ୍ଦେଶ୍ୟରେ ଅସଫଳ ହେବାରୁ ଚଳନ୍ତା ଗାଡ଼ିରୁ ଫିଙ୍ଗି ଦେଲା ୧୦ ମାସର ଛୁଆ । ଏଭଳି ଅମାନୁଷିକ ଘଟଣା ମୁମ୍ବାଇ ଉପକଣ୍ଠ ପାଲକର ଜିଲ୍ଲାର ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥରେ ଘଟିଛି । ସୂଚନା ଅନୁଯାୟୀ, ନିଜ ଝିଅ ସହ ଏକ କାର୍‌ରେ ଗୁଜୁରାଟ ଯାଉଥିବା…

ଭୁଲ୍ ଅଲଟ୍ରାସାଉଣ୍ଡ ରିପୋର୍ଟ ଦେଇଥିବାରୁ ଡାକ୍ତରଙ୍କୁ ୧୦ ଲକ୍ଷ ଟଙ୍କା ଜରିମାନା

ପାରାଦୀପ: ବିଭିନ୍ନ ସମୟରେ ସରକାରୀ ହେଉ କିମ୍ବା ବେସରକାରୀ ଚିକିତ୍ସାଳୟରେ ତ୍ରୁଟି ଦେଖିବାକୁ ମିଳିଥାଏ  । ତ୍ରୁଟିପୂର୍ଣ୍ଣ ରିପୋର୍ଟ ଏବଂ ଚିକିତ୍ସା ରେ ରୋଗୀର ମୃତ୍ୟୁ ହେଉ କିମ୍ବା ବିକଳାଙ୍ଗ ଭଳି ଅନେକ ଘଟଣା ଦେଖିବାକୁ ମିଳୁଛି l ଏହିଭଳି ଘଟଣାରେ ଆବେଦନର ରାୟ ଶୁଣାଇଛନ୍ତି ଜଗତସିଂହପୁର…

ଥାଲେସେମିଆ ରୋଗରେ ପୀଡ଼ିତ ୨ବର୍ଷର ଶିଶୁ, ଚିକିତ୍ସା ପାଇଁ ଦରକାର ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

ନବରଙ୍ଗପୁର : ଦୁଇ ବର୍ଷର ଶିଶୁ ଥାଲେସେମିଆ ରୋଗରେ ପୀଡ଼ିତ  । ଏ ହେଉଛନ୍ତି  ନବରଙ୍ଗପୁର ସହର ମହିମାନଗରର  ରଶ୍ମିରଞ୍ଜନ ମିଶ୍ର ଓ ପୂଜା ପଣ୍ଡାଙ୍କ ଏକ ମାତ୍ର ପୁଅ ସ୍ୱରୂପ ମିଶ୍ର। ସ୍ୱରୂପଙ୍କୁ ଯେତେବେଳେ ଥାଲେସେମିଆ ରୋଗ ହୋଇଥିବା କଥା ଜଣାପଡ଼ିଥିଲା ତାଙ୍କ ବାପା ମାଙ୍କ ପାଦ ତଳୁ ମାଟି…

ଚେକ୍ ଡ୍ୟାମ୍‌ରେ ବୁଡି ୨ ବର୍ଷୀୟା ଶିଶୁକନ୍ୟାର ମୃତ୍ୟୁ

ଢେଙ୍କାନାଳ: ଅକାତ ପାଣିରେ ବୁଡି ଜଣେ ୨ ବର୍ଷୀୟା ଶିଶୁକନ୍ୟାର ମୃତ୍ୟୁ ଖବର ଢେଙ୍କାନାଳରେ ଶୋକର ଛାୟା ଖେଳାଇଛି । କୁସୁମୁଣ୍ଡିଆ ଗାଁରେ ଥିବା ଚେକ୍ ଡ୍ୟାମରେ ବୁଡି ପ୍ରାଣ ହରାଇଥିବା ଶିଶୁଟି ନରେଶ ମୁଣ୍ଡାଙ୍କ ଝିଅ ଶ୍ରୁତିରେଖା ମୁଣ୍ଡା । ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୧୨ଟା…

ଶିଶୁ ମୃତ୍ୟୁକୁ ନେଇ କଟକ ଏସସିବି ପରିସରରେ ଉତ୍ତେଜନା

କଟକ: ଚିକିତ୍ସାରେ ଅବହେଳା ଯୋଗୁଁ କଟକ ବଡ ମେଡିକାଲରେ ଜଣେ ୮ ବର୍ଷୀୟ ଶିଶୁର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି । ଯାହାଫଳରେ ରବିବାର ସକାଳେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଯାଇଛି । ଏପରିକି ସମ୍ପୃକ୍ତ ଶିଶୁର ପରିବାର ବର୍ଗ ହସ୍ପିଟାଲର କାଜୁଆଲିଟି ବିଭାଗରେ ତାଲା ପକାଇ…