Latest Odisha News
Browsing Tag

children

ହଜ୍ ୨୦୨୫; ବଦଳିଲା ନିୟମ, ଏଥର ମିଳିବନି ଶିଶୁଙ୍କୁ ଏଣ୍ଟ୍ରି

ଦୁବାଇ: ସାଉଦି ଆରବରେ ହଜ୍ ୨୦୨୫ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଚଳିତ ଥର ତୀର୍ଥଯାତ୍ରୀଙ୍କ ସହିତ ପିଲାମାନଙ୍କୁ ନେବା ଉପରେ କଟକଣା ଲଗାଯାଇଛି। ସାଉଦି ଆରବର ହଜ୍ ଏବଂ ଉମରା ମନ୍ତ୍ରଣାଳୟ ଏ ସମ୍ପର୍କିତ ଏକ ଘୋଷଣା ମଧ୍ଯ କରିଛି। 'ପିଲାମାନଙ୍କ ସୁରକ୍ଷାକୁ ନଜରରେ ରଖି ଏବଂ ହଜ୍ ଯାତ୍ରା…

ମନ୍ଦିର କାନ୍ଥ ଭୁଶୁଡ଼ି ଚାଲିଗଲା ୯ ଶିଶୁଙ୍କ ଜୀବନ

ଭୋପାଳ: ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଶାହପୁରରେ ରବିବାର ଦିନ ଏକ ମନ୍ଦିରର କାନ୍ଥ ଭୁଶୁଡ଼ିବା ପରେ ୯ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଖବର ଅନୁଯାୟୀ, ଏହି ଅଘଟଣ ଶାହପୁରର ହରଦୌଲ ବାବା ମନ୍ଦିରରେ ଏକ ଧାର୍ମିକ ସମାରୋହରେ ଘଟିଛି। ମାଟି ତଳେ ପ୍ରାୟ ୯ ଜଣ ଛୋଟ…

ଶିଶୁ ଉଦ୍ୟାନରେ ଜଳୁଛି ଜୁଇ

ଲକ୍ଷ୍ନୈା: ଲକ୍ଷ୍ନୈାର ଜାନକିପୁରମ ଆବାସିକ ଅଞ୍ଚଳରେ ଏକ ଶିଶୁ ଉଦ୍ୟାନକୁ ଶ୍ମଶାନ ଭାବରେ ବ୍ୟବହାର କରାଯାଉଛି ।  ଏହି ଘଟଣାକୁ ନେଇ ଦୁଇ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ।  ଏହି ପାର୍କ ନିକଟରେ ରହୁଥିବା ଲୋକମାନେ ଦାବି କରିଛନ୍ତି ଯେ ନିକଟସ୍ଥ ପାହଡପୁର ଅଞ୍ଚଳର…

ଜହ୍ଲାଦ ସାଜିଲା ସ୍ବାମୀ : ୬ ପିଲାଙ୍କ ଆଗରେ ମାଆକୁ କଡେଇରେ ସିଝାଇଲା ବାପା

ବ୍ୟୁରୋ : ଆପଣମାନଙ୍କର ଦିଲ୍ଲୀର ଶ୍ରଦ୍ଧା ଓ୍ବାକର ହତ୍ୟା ଘଟଣା ମନେଥିବ । କାରଣ ଆପଣଙ୍କ ଜୀବନରେ ଏମିତି ଲୋମହର୍ଷଣକାରୀ ହତ୍ୟା କେବେ ଦେଖି ନଥିବେ । ହେଲେ ଆମେ ଆପଣଙ୍କୁ ଏମିତି ଏକ ହତ୍ୟା ସମ୍ପର୍କରେ କହିବାକୁ ଯାଉଛୁ, ଯାହା ଶୁଣିଲେ ଆପଣ ତାଜୁବ୍‌ ହୋଇଯିବେ । ଆଉ ଆପେ ଆପେ ଆପଣଙ୍କ…

୨୦୨୨ରେ ବି-ଟାଉନ୍ ତାରକାଙ୍କ ଘରକୁ ଆସିଥିଲେ ନୂଆ ଅତିଥି

ନୂଆଦିଲ୍ଲୀ: ୨୦୨୨ ବଲିଉଡ୍ ପାଇଁ ଅନେକ ଅପସ୍ ଆଣ୍ଡ୍ ଡାଉନ୍ସ୍ ଆଣିଥିଲା । ହେଲେ ସେଲିବ୍ରିଟି ପର୍ସନାଲ ଲାଇଫ୍ ରେ ଅନେକ ଖୁସି ସାଉଁଟିଛନ୍ତି । ଅନେକ ତାରକା ନିଜ ଘରକୁ ନୂଆ ସଦସ୍ୟ ଆଣିଛନ୍ତି ଓ ଆଉ କେତେ ଜଣ ବାପା ମାଆ ହେବାର ଖୁସି ଅପେକ୍ଷାରେ ରହିଛନ୍ତି । ଷ୍ଟାର କପଲ୍  ପ୍ରିୟଙ୍କା…

ମିଶନ ବାତ୍ସଲ୍ୟ ଯୋଜନା : ଶିଶୁଙ୍କ ସୁରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ:  ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ୨୦୦୯ -୧୦ ମସିହାରୁ ଶିଶୁ ମାନଙ୍କର କଲ୍ୟାଣ ତଥା ପୁନଃଥଇଥାନ ନିମନ୍ତେ ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା “ମିଶନ୍ ବାତ୍ସଲ୍ୟ” କାର୍ଯ୍ୟକାରୀ କରୁଛନ୍ତି ।  ଯାହା ପୂର୍ବରୁ ଶିଶୁ ସୁରକ୍ଷା ସେବା (ସିପିଏସ୍‌) ଯୋଜନା ଥିଲା । ମିଶନ ବାତ୍ସଲ୍ୟର…

୫ ରୁ ୧୧ ବର୍ଷ ବୟସର ପିଲାଙ୍କ ଟିକାକରଣକୁ ଅନୁମତି ଦେଲେ ଇସ୍ରାଏଲ୍ ସରକାର

ଜେରୁଜେଲମ୍: ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କୁ କରୋନା ଟିକା ଦେବା ପାଇଁ ଇସ୍ରାଏଲ୍ ସରକାର ଅନୁମୋଦନ କରିଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ ଇସ୍ରାଏଲର ଆକ୍ରମଣାତ୍ମକ ଟିକାକରଣ ପ୍ରୟାସ କରୋନାଭାଇରସର ବିସ୍ତାରକୁ ରୋକିବାରେ ସାହାଯ୍ୟ କରିଛି ଏବଂ ନିକଟରେ ଡେଲ୍‌ଟା ପ୍ରକାରର ତରଙ୍ଗକୁ…

ବାୟୁ ପ୍ରଦୂଷଣ ପିଲାଙ୍କ ପାଇଁ ବେଶି କ୍ଷତିକାରକ; ‘ହୁ’

ନୂଆଦିଲ୍ଲୀ: ଦେଶର ଅନେକ ସହର ବର୍ତ୍ତମାନ ପ୍ରଦୂଷଣ ସ୍ତର ବଢିବାରେ ଲାଗିଛି। ବାୟୁ ପ୍ରଦୂଷଣ ସାଧାରଣତଃ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥିବାବେଳେ ଏହା ଶିଶୁମାନଙ୍କ ପାଇଁ ବିଶେଷ ଭାବେ କ୍ଷତିକାରକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ୟୁନିସେଫ କହିଛି। ଦୁଇ ସଂଗଠନ ଅନୁଯାୟୀ, ପ୍ରଦୂଷଣ…

ଭଲ ଖବର; ୫ରୁ ୧୧ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ପିଲାମାନଙ୍କ ଲାଗି ଭଲ ଖବର। ଶିଶୁଙକ ଟିକାକରଣକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆମେରିକା ୫ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ଫାଇଜର ଟିକାକୁ ଅନୁମୋଦନ କରିଛି। ଗତ ଶନିବାର ଦିନ ଏଫ୍‌ଡିଏ ୫ରୁ ୧୧ ବର୍ଷ ବୟସର ପିଲାମାନଙ୍କ ଜରୁରୀକାଳୀନ ବ୍ୟବହାର…

୫ ରୁ ୧୧ ବର୍ଷ ପିଲାଙ୍କୁ ନଭେମ୍ବରରୁ ମିଳିବ ଟିକା!

ୱାଶିଂଟନ୍: ପିଲାଙ୍କ ଲାଗି ଭଲ ଖବର। ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ଟିକା ନଭେମ୍ବରର ପ୍ରଥମାର୍ଦ୍ଧରେ ଉପଲବ୍ଧ ହୋଇପାରେ ବୋଲି ଆମେରିକାର ପ୍ରମୁଖ ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫାଉସି କହିଛନ୍ତି। ଏହାଦ୍ବାରା ଅନେକ ପିଲା ଟିକାକରଣର ସୁବିଧା ପାଇପାରିବେ ବେ‌ାଲି ସେ…