Latest Odisha News

BREAKING NEWS

Browsing Tag

China-India Relationship

ଯୁଦ୍ଧ ପ୍ରସ୍ତୁତିରେ ଚୀନ; ଭିଡ଼ିଓ ଜାରି କଲା ଗ୍ଲୋବାଲ୍ ଟାଇମ୍ସ !

ବେଜିଂ: କରୋନା ମହାମାରୀ ଚୀନ ଲାବୋରେଟୋରୀରେ ସୃଷ୍ଟି ହୋଇଥିବା ନେଇ ଆମେରେକୀୟ ରାଷ୍ଟ୍ରପତି ଯେଉଁଦିନ ଠାରୁ ଘୋଷଣା କରିଥିଲେ ସେହିଦିନଠାରୁ ଚୀନ ରକ୍ତମୁଖା ପାଲଟି ଯାଇଛି । ଭାରତୀୟ ମହାସାଗର ହେଉକି ଚୀନ ସାଗର ଅରୁଣାଚଳ ପ୍ରଦେଶ ହେଉ କି ତାଇୱାନ ଚୀନ ତାହାର ସାମରିକ ଶକ୍ତି ଉପଯୋଗ କରି ନିଜର…

ଡ୍ରାଗନ୍‌କୁ ପୁଣି ଝଟ୍‌କା ଦେଲା ଭାରତ, ହାଇୱେ ପ୍ରୋଜେକ୍ଟରୁ ଚାଇନା କମ୍ପାନୀକୁ କରାଯିବ ବୟକଟ୍

ନୂଆଦିଲ୍ଲୀ: ଡ୍ରାଗନ୍‌କୁ ଭାରତ ଦେଇଛି ଆଉ ଏକ ଝଟ୍‌କା । ଭାରତ ଓ ଚୀନ୍ ମଧ୍ୟରେ ଦେଖାଦେଇଥିବା ବିବାଦ ପରେ ଗୋଟିଏ ପରେ ଗୋଟିଏ କମ୍ପାନୀକୁ ବ୍ୟାନ୍ କରିଚାଲିଛି ଭାରତ । ଏବେ ବିଭିନ୍ନ ରାଜପଥ ପ୍ରକଳ୍ପରୁ ଚୀନ୍ କମ୍ପାନୀକୁ ବୟକଟ କରିବ ଭାରତ । ସମସ୍ତ ହାଇୱେ ପ୍ରୋଜେକ୍ଟ ଚାଇନା କମ୍ପାନୀକୁ…

୧୯୬୨ ଚୀନ-ଭାରତ ଯୁଦ୍ଧ ଓ ଗୋଦାବରୀଶ ମହାପାତ୍ରଙ୍କ ‘ନିଆଁଖୁଣ୍ଟା’

ପ୍ରତି ମଙ୍ଗଳବାର କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଆଜି ଭାରତର ଉତ୍ତରାକାଶେ ଚୀନା ରାହୁ ଚୀନା ଡ୍ରାଗନ ଦିଶେ କୁଆରେ, ପଶୁବଳରେ ମାତି ସର୍ବହରା ନାମେ ତେକେ କେ ଛତି!! ପତ୍ରିକାର ନାମ 'ନିଆଁଖୁଣ୍ଟା'। ନଭେମ୍ବର-୧୯୬୨ ସଂଖ୍ୟାରେ ପତ୍ରିକାର ସମ୍ପାଦକ ଗୋଦାବରୀଶ ମହାପାତ୍ର…

ଲଦାଖରେ ପୁଣି ଉତ୍ତେଜନା ସୃଷ୍ଟିକଲେ ଚୀନକୁ ଏଥର ବହୁମୂଲ୍ୟ ଦେବାକୁ ପଡ଼ିବ

ନୂଆଦିଲ୍ଲୀ: କରୋନା ମହାମାରୀ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିବା ଯୋଗୁଁ ଲକ୍ଷାଧିକ ଲୋକ ମୃତ୍ୟୁମୁଖରେ ପଡ଼ିଥିବା ବେଳେ ଚୀନ ଏବେ ସାରା ବିଶ୍ୱରେ ସାମ୍ରାଜ୍ୟବାଦୀ ନୀତି ଜାହିର୍ କରିବାରେ ଲାଗିଛି । କେବଳ ଭାରତର ଲଦାଖ୍ ନୁହେଁ ବରଂ ହଂକଂ, ତାଇୱାନ, ଜାପାନ ଓ ଇଣ୍ଡୋନେସିଆ ପରି…

ଚୀନ୍ ହିଟଲରୀ ବିସ୍ତାରବାଦର ନୂଆ ସଂସ୍କରଣ

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ ଚୀନରେ ୧୯୪୯ରେ ବନ୍ଧୁକମୁନରେ କ୍ଷମତା ଅକ୍ତିଆରକରିବା ପରେ ମାଓ-ସେ-ତୁଙ୍ଗଙ୍କ ଦ୍ୱାରା ପ୍ରତିଷ୍ଠିତ କମ୍ୟୁନିଷ୍ଟ ଶାସନ ଆରମ୍ଭରୁ ଯୁଦ୍ଧଖୋର ମନୋବୃତ୍ତି ପୋଷଣ କରିଆସୁଛି| ଏହାର ଶାସକବର୍ଗ ସମାଜବାଦର ମହତ୍ତମ ଆଦର୍ଶ ସମାନତା, ଶାନ୍ତି,…