ପଶୁ ଓ ରାଜନୀତି
ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……
ନିକଟରେ ଓଡ଼ିଶାର ଉପବାଚସ୍ପତି ଏକ ସମାବେଶରେ କହି ପକାଇଲେ ରାଜ୍ୟର ମୁଖ୍ୟମନ୍ତ୍ରୀ କୁଆଡେ ସାଢେ ଚାରି କୋଟି ଓଡ଼ିଆଙ୍କ ଠାକୁର। ଅବଶ୍ୟ ନିଜ ଦଳର ସର୍ବେସର୍ବାଙ୍କୁ ମହିମା ମଣ୍ଡିତ କରିବାର ପ୍ରବଣତା ତାଙ୍କର ସ୍ୱାଭାବିକ, ହେଲେ…