ଧାରାବାହିକ ଉପନ୍ୟାସ : ଚୋରାବାଲି (୧୧)
ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୧
କେମିତି ଭୁଲିବ! ମହକଟା ତୀବ୍ରଭାବେ ସନ୍ଧ୍ୟା ବେଳରୁ ଅକ୍ତିଆର କରି ରଖିଛି । ଅନ୍ୟମନସ୍କ ହେଇଯିବା ସ୍ୱାଭାବିକ ।
ସେ ଝିଅଟି କଥା ମନକୁ ଆସିଲାରୁ ତା’କୁ ସନ୍ଦେହ ହେଲା । ଏଇ ନିହାତି ସେଇ ଝିଅର ଫରଫ୍ୟୁମ୍ ନୁହେଁ…